ରାଜ୍ୟ ଲଢ଼ୁଛି କରୋନା ସଙ୍ଗେ ହେଲେ ବିଜୁ ଯୁବବାହିନୀ ଉଭାନ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟ ଓ ରାଜ୍ୟର ଶାସନକଳ ଏବେ କରୋନା ସଙ୍ଗେ ଲଢ଼ୁଛି। ମହିଳାମାନେ ମଧ୍ୟ ଏସ୍ଏଚ୍ଜି ମାଧ୍ୟମରେ କରୋନା ଲଢ଼େଇରେ ସାମିଲ୍ ହୋଇଛନ୍ତି ବୋଲି ସରକାର କହୁଛନ୍ତି। କିନ୍ତୁ ଏହି ବିପତ୍ତି ସମୟରେ ସାମାଜିକ ସଦ୍ଭାବ, ସଚେତନା ସୃଷ୍ଟି … Read More











