ଭାରତରେ କରୋନା ଭୁତାଣୁ ସଂକ୍ରମଣ ସ୍ଥିତି ଉପରେ ନଜର ପକାନ୍ତୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତରେ ଗଲା ୨୪ ଘଣ୍ଟା ଭିତରେ ୧୪୦୮ ନୂଆ ରୋଗୀ ସାମିଲ୍ ହୋଇଛନ୍ତି। ସମୁଦାୟ ୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮୪ଜଣ ସୁସ୍ଥ ହୋଇଛନ୍ତି। ଠିକ୍ ସେହିପରି ବିଶ୍ଵରେ ୮୩ ହଜାର ୯୧୧ ଜଣ ନୂଆକରି … Read More











