ରାଜ୍ୟ ସରକାର ଦେବେ ଗ୍ରୀଷ୍ମକାଳୀନ ସହାୟତା
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ରାଜ୍ୟ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ଦିଆଯିବ। ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ଯୋଜନାରେ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ୪୮ଲକ୍ଷ ହିତାଧିକାରୀ ଉପକୃତ ହେବେ। ସୂଚନା ଅନୁସାରେ ସମସ୍ତଙ୍କୁ ଶହେ … Read More











