ଅର୍ଥନୈତିକ ଝଡ଼ ଆସୁଛି, କୃଷକ, ଗରିବ ଲୋକଙ୍କୁ ଋଣ ନୁହେଁ ନଗଦ ଆବଶ୍ୟକ- ରାହୁଲ
କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଆଜି ସ୍ଥାନୀୟ ଗଣମାଧ୍ୟମ ସହିତ କରୋନା ନେଇ ଆଲୋଚନା କରିଛନ୍ତି । ଏହା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଷ୍ଟ୍ରିମ୍ ହୋଇଥିଲା । କରୋନା ଭାଇରସ୍ ଲକଡାଉନ୍ ମଧ୍ୟରେ ସରକାର ଘୋଷଣା … Read More











