ରାଜ୍ୟ ବାହାରେ ପ୍ରଥମ ଥର ବିଜେପି ବିରୋଧି ଆନ୍ଦୋଳନର ନେତୃତ୍ୱ ନେବେ ନବୀନ

ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ରାଜ୍ୟ ବାହାରେ ୨୦୧୪ପରେ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ବିରୋଧରେ କୃଷି ଓ କୃଷକ ସମସ୍ୟାର ସମାଧାନ ପାଇଁ ନୂଆ ଦିଲ୍ଲୀରେ ଆଗାମୀ ୮ତାରିଖ … Read More

୧୬ ପରିବର୍ତ୍ତେ ୧୫ରେ ବଲାଙ୍ଗୀର ଆସିବେ ମୋଦି

ଭୁବନେଶ୍ଵର, (ଓଟି): ଜାନୁଆରୀ ୧୬ ତାରିଖ ନୁହେଁ, ୧୫ ତାରିଖରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ … Read More

ମନ୍ତ୍ରୀପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା

ଓଡ଼ିଶା ସରକାରଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ। ପିପିଲି ଗଣଦୁଷ୍କର୍ମ ଘଟଣାକୁ କେନ୍ଦ୍ରକରି ତାଙ୍କ ବୟାନ ଓ ବିରୋଧୀ ଦଳଙ୍କ ଚାପ ହେତୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ସମ୍ପୃକ୍ତ ଘଟଣାରେ ଦୋଷୀକୁ ଆଶ୍ରୟ ଦେଉଛନ୍ତି ବୋଲି ଅଭିଯୋଗ ଆସିବା ପରେ ସେ ୨୦୧୨ ଜାନୁୟାରୀ ୧୯ ତାରିଖରେ ଇସ୍ତଫା ଦେଇଥିଲେ।

କନ୍ଧମାଳରେ ମାଓ ତାଣ୍ଡବ: ୫ ଗାଡ଼ି ଜାଳିଦେଲେ, ୧ ମୃତ

କନ୍ଧମାଳ ସଦର ଥାନା ମଲିକପଡାରେ ମାଓବାଦୀଙ୍କ ଉଗ୍ର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ କରୁଥିବା ଠିକାଦାର ସଂସ୍ଥାର ଅସ୍ଥାୟୀ ଶିବିରରେ ପ୍ରବେଶ କରି ମାଓବାଦୀମାନେ ନିଆଁ ଲଗାଇଦେବା ହେତୁ ସେଠାରେ କାମ କରୁଥିବା ରାତି ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ଏହାସହ ରାସ୍ତାକାମରେ ବ୍ୟବହାର ହେଉଥିବା ଗୋଟିଏ ରୋଲର, ଗୋଟିଏ ମିନି ଟ୍ରକ ଏବଂ ତିନୋଟି ଟ୍ରାକ୍ଟର ପୋଡ଼ି ଦେଇଥିବା ଜଣାପଡ଼ିଛି।

ଦାମୀ ବଲିଉଡ୍ ନାୟିକା ତାଲିକାରେ ନାହାନ୍ତି ଜଣେ ବି ଅଭିନେତ୍ରୀ, ନାୟକମାନଙ୍କ ମଧ୍ୟରେ ଚାଲିଛି ଅଙ୍କକଷା

ନିକଟରେ ବଲିଉଡ୍ ତାରକାଙ୍କ ଫି’କୁ ନେଇ ଏକ ରୋମାଞ୍ଚକ ଖବର ପ୍ରକାଶ ପାଇଛି । ବଲିଉଡ୍ର ଫି’କୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତାଲିକାରେ ଜଣେ ମଧ୍ୟ ନାୟିକା ନାହାନ୍ତି … Read More

ବ୍ଲଡ୍ ସୁଗର୍ ନିୟନ୍ତ୍ରଣ ପାଇଁ ୫ଟି ଉପାୟ

ବୟସ ବଢିବା ସହିତ ରକ୍ତରେ ସର୍କରାର ମାତ୍ରା ବଢିଯାଇଥାଏ । ସାଧାରଣ ଭାଷାରେ କହିବାକୁ ଗଲେ ବ୍ୟକ୍ତି ଡାଇବେଟିଜ୍ର ଶିକାର ହୋଇଥାନ୍ତି । ଏହା ଅନେକ କ୍ଷେତ୍ରରେ ବଂଶାନୁକ୍ରମ ଅନୁଯାୟୀ ହୋଇଥାଏ । କିନ୍ତୁ ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଡାଇବେଟିଜ୍ … Read More

ସାତ କୋଶିଆରେ ୨ ବାଘ ଛୁଆ ଜନ୍ମ

ଭୁବନେଶ୍ଵର, (ଓଟି): ଅନେକ ଦିନ ହେଲା ବିବାଦ ଓ ଦୁଃଖଦପୂଣ୍ଣ ଖବର ଶୁଣାଉଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ଏକ ଶୁଭ ଖବର ହସ୍ତଗତ ହୋଇଛି। ବିଶ୍ଵସ୍ତସୂତ୍ରର ସୂଚନା ଅନୁସାରେ ଏହି ପ୍ରକଳ୍ପର ଘଞ୍ଚ ଜଙ୍ଗଲରେ ରହୁଥିବା ମାଈ ବାଘଟି ଦୁଇଟି ଶାବକ … Read More

୮ ଓ ୯ ଓଡ଼ିଶା ବନ୍ଦ: ଶ୍ରମିକ ସଂଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ଵର, (ଓଟି): ବିଭିନ୍ନ ଶ୍ରମିକ ସଂଗଠନ ଦ୍ଵାରା ପ୍ରସ୍ତାବିତ ସର୍ବଭାରତୀୟ ସାଧାରଣ ହରତାଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ଏହାଦ୍ଵାରା ଆସନ୍ତା ୮ ଓ ୯ ତାରିଖରେ ସାରା ଓଡ଼ିଶାର ଜୀବନଯାତ୍ରା ବ୍ୟାହତ ହେବା … Read More

ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନସୂଚକ ଡିଲିଟ୍‌

ସମ୍ବଲପୁର, (ପ୍ରଫୁଲ୍ଲ ଦାଶ): ଲୋକ କବିରତ୍ନ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଇନ୍‌ ଲିଟରେଚର ଉପାଧି ପ୍ରଦାନ କରାଯାଇଛି। ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅବସରରେ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘ ଅଧ୍ୟକ୍ଷ ପ୍ରଫେସର ସନ୍ଦୀପ ସଞ୍ଚେତ, କୁଳପତି … Read More

ହାଇକୋର୍ଟ ବେଞ୍ଚ ତାତି: ୭ରୁ ୯ଯାଏ ଅର୍ଥନୀତିକ ଅବରୋଧ

ସମ୍ବଲପୁର, ( ପ୍ରଫୁଲ୍ଲ ଦାଶ): ଓଡ଼ିଶାର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହିକ୍ରମରେ ଜାନୁୟାରୀ୭, ୮ ଏବଂ ୯ ତାରିଖରେ ବିଭିନ୍ନ ସ୍ଥାନରେ ଅର୍ଥନୀତିକ … Read More