ହିନ୍ଦୁ ସମାଜର ଆକ୍ରୋଶ ବଢ଼ାଉଛି ସୁପ୍ରିମ୍‌କୋର୍ଟ: ଆର୍‌ଏସ୍‌ଏସ୍‌

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ଭେଦଭାବ ଓ ବୈଷମ୍ୟ ହେତୁ ଦେଶ ଦୁର୍ବଳ ହେଉଛି। ଭାରତ ବର୍ଷ ଗୋଟିଏ ରାଷ୍ଟ୍ର, ଦେଶରେ ଜନ୍ମ ନେଇଥିବା ସମସ୍ତ ନାଗରିକ ହିନ୍ଦୁ। କିନ୍ତୁ ଏହି ହିନ୍ଦୁଙ୍କ ଅଧିକାର କ୍ଷେତ୍ରରେ ସୁପ୍ରମି୍‌କୋର୍ଟ ଅତ୍ୟଧିକ ହସ୍ତକ୍ଷେପ କରୁଛନ୍ତି … Read More

ନବ ଦାସଙ୍କୁ ବିଜେଡିରେ ବିରୋଧ ଆରମ୍ଭ

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ବାରମ୍ବାର ମିଡିଆ ଆଗରେ ପ୍ରତ୍ୟକ୍ଷ ବା ପରୋକ୍ଷ ବୟାନ କରି ଝାରସୁଗୁଡ଼ା ବିଧାୟକ ନବ ଦାସ ଯେମିତି ଚକ୍‌ମା ଦେଖାଉଛନ୍ତି ତାହା ବିଜେଡି ନେତୃବୃନ୍ଦଙ୍କୁ ଅସହ୍ୟ କରିଦେଇଛି। ଉପକୂଳ ଅଞ୍ଚଳରେ ବିଜେଡି ନେତାଏଁ ଚୁପ୍‌ ବସି … Read More

ମକର ସଂକ୍ରାନ୍ତିରେ ଏହି ୫ କାମ କରିବାକୁ ଭୁଲିବେ ନାହିଁ

ମକର ସଂକ୍ରାନ୍ତି ଦିନ ଆପଣ ୫ଟି ଜିନିଷ ଘରକୁ ଆଣନ୍ତୁ । ଏହାଦ୍ୱାରା ଆପଣଙ୍କ ବାସ୍ତୁ ଦୋଷ ଦୂର ହେବା ସହ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରଜ୍ଞମାନେ କହିଛନ୍ତି । ଏହି ୫ଟି ଜିନିଷ ଆପଣଙ୍କ ପାଇଁ … Read More

ମକର ସଂକ୍ରାନ୍ତିରେ ଦାନ କରନ୍ତୁ: ମୋକ୍ଷ ପାଆନ୍ତୁ

ଅନ୍ୟ ଦିନମାନଙ୍କ ଅପେକ୍ଷା ମକର ସଂକ୍ରାନ୍ତିରେ ଦାନ ଦେବାର ବିଶେଷ ମହତ୍ୱ ରହିଛି ବୋଲି ଶାସ୍ତ୍ର ବିଦିତ । ମକର ସଂକ୍ରାନ୍ତିରେ ଦାନ ଦେବା ଦ୍ୱାରା କୋଟି ଜନ୍ମର ପାପ କ୍ଷୟ ହେବା ସହ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି … Read More

ମକର ସଂକ୍ରାନ୍ତି ବିଶେଷ: କାହିଁକି, କେଉଁଠି କେମିତି ପାଳନ ହୁଏ ମକର ସଂକ୍ରାନ୍ତି

ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ପର୍ବର ବିଶେଷ ମହତ୍ତ୍ୱ ଓ ଗରିମା ରହିଆସିଛି । ବିଭିନ୍ନତା ମଧ୍ୟରେ ଏକତାର ସର୍ବଶ୍ରେଷ୍ଠ ଉଦାହରଣ ପ୍ରସ୍ତୁତ କରୁଥିବା ଭାରତ ଧର୍ମୀୟ ଭାବନାକୁ ସବୁବେଳେ ପ୍ରାଧାନ୍ୟତା ଦେଇଆସିଛି । ଏଠି ବାରମାସରେ ତେର ପର୍ବ- ଉକ୍ତିକୁ ଯଥାର୍ଥରେ … Read More

କଂଗ୍ରେସ ନେତାଙ୍କୁ ଏକାଠି କରିପାରିବେ କି ରାହୁଲ?

ଆଗାମୀ ୨୫ ତାରିଖରେ ଉପକୂଳ ଓଡ଼ିଶାରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାନୁଆରୀ ୨୫ରେ ଓଡ଼ିଶା ଗସ୍ତରେ ଆସି କର୍ମୀ ଏବଂ ନେତାଙ୍କୁ ଦେବେ ଗୁରୁମନ୍ତ୍ର। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛି କଂଗ୍ରେସ ଶିବିର। ଏଆଇସିସିର … Read More

ସବର୍ଣ୍ଣ ଆରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ମଂଜୁରୀ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲରେ ଆଜି ସ୍ୱାକ୍ଷର କରି ଏହାକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ଏହି ସମ୍ବିଧାନର ୧୨୪ ତମ ସଂଶୋଧନ ବିଲଟି ଆଇନରେ ପରିଣତ ହୋଇଛି … Read More

ଅଙ୍ଗନବାଡି କର୍ମୀଙ୍କ ଦରମା ବଢିଲା

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର। ଅଙ୍ଗନବାଡ଼ି କର୍ମୀ, ହେଲପ୍‌ର ଏବଂ ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନୂଆବର୍ଷରେ ଉପହାର ଦେଇଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କ ଦରମାରେ ମୁଖ୍ୟମନ୍ତ୍ରୀ ୬ ହଜାର ଟଙ୍କାରୁ ୭ ହଜାର … Read More

ଦେଶ ଚାହୁଁଛି ‘ମଜଭୁତ’ ସରକାର ଏବଂ ବିରୋଧୀ ଚାହୁଁଛନ୍ତି ‘ମଜବୁରୀ’ ସରକାର: ମୋଦି

ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଓ ଦଳର ସଂଗଠକମାନଙ୍କ ମନୋବଳକୁ ଦୃଢ଼ୀଭୂତ କରିବା ପାଇଁ ଦିଲ୍ଲୀର ରାମଲୀଳା ମୈଦାନରେ ଚାଲିଥିବା ବିଜେପିର ୨ଦିନିଆ ରାଷ୍ଟ୍ରୀୟ ଅଧିବେଶନକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ସବୁ ବିରୋଧୀ … Read More

୨୦୧୯ରେ ବିଚାରଧାରାର ଲଢେଇ: ଶାହା

ବିଜେପିର ରାଷ୍ଟ୍ରୀୟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନିଜ ସରକାରଙ୍କ ଉପଲବ୍ଧି ସଭିଙ୍କ ସାମ୍ନାରେ ରଖିବା ସହିତ କଂଗ୍ରେସ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି ଯେ  ୨୦୧୯ର ନିର୍ବାଚନ ଏକ … Read More