ଆଞ୍ଚଳିକ ଦଳ, ଯାହା କରିବେ ରାଜ୍ୟ ସ୍ବାର୍ଥ ପାଇଁ : ନବୀନ

ଆଜି କୋଲକୋତାରେ ମମତା ବାନାର୍ଜୀ ଡାକିଛନ୍ତି ବିଜେପି ବିରୋଧୀ ସମାବେଶ। ଏହି ସମାବେଶରେ ଦେଶର ବିଜେପି ବିରୋଧୀ ବହୁ ଶକ୍ତି ଯୋଗଦେଇନ୍ତି। ଯୋଗଦେଇନାହାଁନ୍ତି ବିଜେଡି, ଟିଆରଏସ, ଏଆଇଏଡିଏମକେ ଭଳି କିଛି ଦଳ। ବିଜେଡି ଏହି ସମାବେଶରେ କାହିଁକି ଯୋଗ ଦେଲାନି ସେନେଇ … Read More

୨୨ ଦଳଙ୍କ ମହାରାଲିକୁ ମୋଦୀଙ୍କ ଆକ୍ଷେପ: ‘ଓ୍ଵାହା କ୍ୟା ସିନ ହୈ’

କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା କୋଲକତା ଠାରେ ଆୟୋଜିତ ମହାରାଲିର ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ ଏହି … Read More

ବିଜେପିର ଏକ୍ସପାଏରୀ ଡେଟ୍ ସମାପ୍ତ:ମମତା

ମୋଦି ସରକାରଙ୍କ ଏକ୍ସପାଏରୀ ଡେଟ୍ ଶେଷ ହୋଇଯାଇଛି ବୋଲି କୋଲକାତାରେ ବିରୋଧୀଙ୍କ ରାଲିରେ ବିଜେପି ଓ ପିଏମ ମୋଦୀଙ୍କ ବିରୋଧରେ ହମଲା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏକଥା ସମସ୍ତେ ବୁଝି ସାରିଲେଣି ଏବଂ ଆଗାମୀ ଦିନରେ … Read More

ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା

ଭୁବନେଶ୍ୱର ,(ଓଟି): ବଢିଲା ବାର୍ଦ୍ଧକ୍ୟ ଭତ୍ତା । ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ପାଇବେ ୫୦୦ ଟଙ୍କା । ୫୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ୭୦୦ ଟଙ୍କା ପାଇବେ … Read More

ତିନି ବର୍ଷିଆ ଅଫିସରଙ୍କୁ ବଦଳି କର

ଜିଲ୍ଲା ସ୍ତରରେ ତିନିବର୍ଷ କାର୍ଯ୍ୟକାଳ ପୂରଣ କରିଥିବା କୌଣସି ଅଫିସର ନିର୍ବାଚନ ପ୍ରକ୍ରିୟା ସହିତ ସିଧାସଳଖ ଜଡିତ ଥିଲେ ତାଙ୍କୁ ତୁରନ୍ତ ବଦଳି କରିବାପାଇଁ ଭାରତର ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ କହିଛନ୍ତି । ଲୋକସଭା ସହ ହେବାକୁ ଯାଉଥିବା ବିଧାନସଭା … Read More

ଦଲାଲଙ୍କ କବ‍୍‌ଜାରେ ଆଚାର୍ଯ୍ୟ ହରିହର କର୍କଟ ଚିକିସିା କେନ୍ଦ୍ର

ଗରିବ ଲୋକଙ୍କୁମାଗଣା ଚିକିସିାସେବା ଯୋଗାଇ ଦେବାଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱଆରୋପ କରୁଥିବାବେଳେ ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ର କିନ୍ତୁ ଏହାର ଠିକ୍ ବିପରୀତ କାର୍ଯ୍ୟ କରୁଛି। ରୋଗୀଙ୍କୁ ଚିକିସିା ବଦଳରେ ଘରୋଇ ଡାକ୍ତରଖାନାକୁ ପଠାଇ ଏଠାକାର ଡାକ୍ତର ଓ ନର୍ସମାନେ ମାଲେମାଲ … Read More

ନମୋ ଶିଖୁଛନ୍ତି ନବୀନ ମନ୍ତ୍ର!

ଗୌରୀପ୍ରସାଦ ମହାପାତ୍ର ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନର ନମୁନା ଏବଂ ସାଧାରଣ ବର୍ଗର ଦୈନନ୍ଦିନ ଆବଶ୍ୟକତା ଓ ଆଶା ପୂରଣ କରିପାରୁଥିବା ତ୍ୱରିତ ପ୍ରଭାବଶାଳୀ ଛୋଟଛୋଟ ଯୋଜନା ହିଁ ନିରବଚ୍ଛିନ୍ନ ସଫଳତାର ମନ୍ତ୍ର । ଏହି ମନ୍ତ୍ରକୁ ଆଧାର କରି ବିଜେଡି ସୁପ୍ରିମୋ … Read More

ପଶ୍ଚିମାଞ୍ଚଳରେ ହାଇକୋର୍ଟ ବେଞ୍ଚ: ଅଚଳାବସ୍ଥା ଜାରି ରଖିବାକୁ ପ୍ରସ୍ତୁତି

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ରାଜ୍ୟର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓକିଲଙ୍କ ଆନ୍ଦୋଳନ ଜାରି ରହିବ। ଏହାସହ ସମ୍ବଲପୁରରେ ଓକିଲମାନେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ବର୍ଜନ କରିବେ। ସମାନ୍ତରାଳ ଭାବେ ଏକ ସାଧାରଣତନ୍ତ୍ର ଦିବସର ଆୟୋଜନ … Read More

ରାଜ୍ୟ କଂଗ୍ରେସର ‘ପ୍ଲାନ-ବି’

ରାଜ୍ୟ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ୨୦୧୯ ନିର୍ବାଚନ ଲଢେଇକୁ ଯିବା ପ୍ରସ୍ତୁତ ହୋଇଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକପ୍ରକାର ନିରସ୍ତ୍ର ହୋଇଯାଇଛନ୍ତି । ଏଭଳିସ୍ଥିତିରେ ସେ ଆରମ୍ଭ … Read More

ସାଇବର ସୁରକ୍ଷା ଉପରେ ଫୋକସ

କୌଣସି ମୁହୁର୍ତରେ ଆକ୍ରମଣ କରିପାରନ୍ତି ସାଇବର ଅପରାଧି। ଏଥିପାଇଁ ସାଇବର ସୁରକ୍ଷା ହୋଇଛି ଦେଶ ପାଇଁ ବଡ ଚ୍ୟାଲେଂଜ। ୬୧ ତମ ବରିଷ୍ଟ ପୋଲିସ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ଏଭଳି କହିଛନ୍ତି ଗୋଆ ଡିଜି ଡଃ ମୁକ୍ତେଶ ଚନ୍ଦ୍ରା। ତେଣୁ ଆର୍ଥିକ … Read More