ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ

ସପ୍ତାହେ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କୁ ବିଜେଡ଼ି ଉତ୍ତରୀୟ … Read More

ଶିଶୁ ସୁରକ୍ଷା ଚିନ୍ତା: ବନ୍ଦ ହେବ ୨୦ହଜାର ବେଆଇନ ପ୍ରାଥମିକ ସ୍କୁଲ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସରକାରୀ ଅନୁମୋଦନ ବିନା ହଜାର ହଜାର ସଂଖ୍ୟାରେ ଖୋଲାଯାଇଥିବା ପ୍ରାଥମିକ ଶିକ୍ଷା ଅନୁଷ୍ଠାନଗୁଡ଼ିକ ବନ୍ଦ କରିଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମିଳିଛି। ଜାତୀୟ ଶିଶୁ ସୁରକ୍ଷା କମିଶନ(ଏନ ସିପିସିଆର)ଙ୍କ ପକ୍ଷରୁ ରାଜ୍ୟ ଗଣଶିକ୍ଷା ବିଭାଗକୁ ଦିଆଯାଇଥିବା କାରଣ … Read More

ବଜେଟରେ ହୋଇପାରେ ଘୋଷଣା : ଜାନୁଆରୀ-ଡିସେମ୍ୱର ଅବଧି ହେବ ଆର୍ଥିକ ବର୍ଷର କାରବାର

ଆର୍ଥିକ ବର୍ଷକୁ ଏପ୍ରିଲ-ମାର୍ଚ୍ଚ ବଦଳରେ ଜାନୁଆରୀ-ଡିସେମ୍ୱର କରିପାରନ୍ତି। ପୂର୍ବରୁ ଏନେଇ ଅନେକ ଥର ଚର୍ଚ୍ଚା ହୋଇଛି। ତେବେ ମିଳିଥିବା ବିଶେଷ ସୂଚନା ଅନୁସାରେ ଫେବୃଆରୀ ୧ ତାରିଖ ଅନ୍ତରୀଣ ବଜେଟ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଘୋଷଣା କରିପାରନ୍ତି। ଏପ୍ରିଲ-ମାର୍ଚ୍ଚ … Read More

ଦେଶରେ ପ୍ରଥମ: ଅମୁଲ ବିକିବ ଓଟ କ୍ଷୀର

ଅମୁଲ ପକ୍ଷରୁ ଦେଶରେ ପ୍ରଥମଥର ପାଇଁ ଆଜିଠାରୁ ଓଟ କ୍ଷୀର ବ୍ରିକି ଆରମ୍ଭ ହେଉଛି। ଏହାର ଶୁଭାରମ୍ଭ ଗୁଜୁରାଟର ଅହମ୍ମଦାବାଦ, କଚ୍ଛ ଏବଂ ଗାନ୍ଧୀନଗରରୁ ହେବ। ଗୁଜୁରାଟ କୋଅପରେଟିଭ ମିଲ‍୍‌କ ମାର୍କେଟିଂ ଫେଡେରେସନର ମହାପ୍ରବନ୍ଧକ ଆରଏସ ସୋଧି କହିଛନ୍ତି ଯେ ଗୁରୁବାରଠାରୁ … Read More

କଂଗ୍ରେସରେ ପ୍ରିୟଙ୍କା ଯୁଗ ଆରମ୍ଭ

ମୋତିଲାଲ ନେହେରୁଙ୍କଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ପ୍ରିୟଙ୍କା ଗାନ୍ଧିଙ୍କ ପାଖରେ ପହଞ୍ଚିଛି। ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜୀବ- ସୋନିଆ ତନୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ରାହୁଲ କଂଗ୍ରେସର … Read More

ବିଜେଡିର ନିର୍ବାଚନୀ ଯୋଜନା ‘ମୋ ନବୀନ ମୋ ଘରେ’

ଏବେ ଆପଣଙ୍କ ଘରକୁ ଆସିବେ ମୁଖ୍ୟମନ୍ତ୍ରୀ। ଅବିଶ୍ୱାସ ଲାଗୁଥିଲେ ବି ସତ। ସ୍ୱଦେହରେ ନହେଲେବି ଟେକ୍ନୋଲଜି ଜରିଆରେ ଆପଣଙ୍କ ପାଖରେ ପହଞ୍ଚିବେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଲୋକଙ୍କ ସହ ସମ୍ପର୍କ ଯୋଡିବାକୁ ଆରମ୍ଭ କରିଛି ଏହି କାର୍ଯ୍ୟକ୍ରମ … Read More

ଓଡ଼ିଶାରେ ବଜ୍ରପାତ ଏବଂ ଝଡ ସମ୍ପର୍କିତ କେନ୍ଦ୍ର ଖୋଲିବାକୁ ଆଇସିଟିଏଲ‌୍‍ଟିରେ ସୁପାରିଶ

ଦେଶର ଏକ ଚତୁର୍ଥାଂଶ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ଓଡ଼ିଶାରେ ଘଟୁଛି। ତେଣୁ ଓଡ଼ିଶାରେ ଏକ ବଜ୍ରପାତ ଏବଂ ଝଡ ସମ୍ପର୍କିତ କେନ୍ଦ୍ର ଖୋଲିବାକୁ ଗତ ସପ୍ତାହରେ ଶେଷ ହୋଇଥିବା ଝଡ ଏବଂ ବଜ୍ରପାତ ସମ୍ପର୍କିତ ଅନ୍ତର୍ଜାତୀୟ କର୍ମଶାଳା (ଆଇଟିସିଏଲ‌୍‍ଟି – ୨୦୧୯)ରେ ସୁପାରିଶ … Read More

ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା ଛଅ ଯୋଡ଼ା ଟ୍ରେନ ସମ୍ପ୍ରସାରିତ

ରେଳଯାତ୍ରୀ ମାନଙ୍କୁ ରେଳଯାତ୍ରା ସମୟରେ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମଧ୍ୟ ଦେଇ ଏବଂ ଏହା ପରିସୀମା ମଧ୍ୟରୁ ଛାଡୁଥିବା ଅଥବା ଚଳାଚଳ କରୁଥିବା ଛଅ ଯୋଡ଼ା ଟ୍ରେନର ସେବାକୁ ସମ୍ପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି … Read More

ବେଢ଼ା ଭିତରେ ପଡ଼ୁଛି ଚୌକି : ଶ୍ରୀମନ୍ଦିରରେ ପ୍ରଶାସନ ଭାଙ୍ଗୁଛି ପରମ୍ପରା

ଭାବ ଓ ଆବେଗର ସ୍ଥଳୀ ଶ୍ରୀମନ୍ଦିରରେ ତଳେ ବସିବାକୁ ପରମ୍ପରା ଓ ବିଧି ରହିଛି। ହେଲେ ତାକୁ ଭାଙ୍ଗି ଚେୟାର ଟେବୁଲ୍‌ ପକାଇ କିଛି ବର୍ଷ ହେଲା କର୍ମଚାରୀ ଓ ବେପାରୀ ବସୁଥିବା ଦେଖିବାକୁ ମିଳୁଛି। ଏହାଦ୍ବାରା ସେମାନେ ଶ୍ରୀମନ୍ଦିର ପରମ୍ପରାକୁ … Read More

ଗହିରମଥା ଅଞ୍ଚଳରୁ ୧୭୫ଟି ବିରଳ ସାର୍କ ଉଦ୍ଧାର

ବେଆଇନ ଭାବେ ବିରଳ ସାର୍କ ଚୋରାଚାଲାଣ ହେଉଥିବା ବେଳେ ଧରାପଡିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଗହିରମଥା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର ଜବତ ହୋଇଛି । ଜବତ ହୋଇଥିବା ଟ୍ରଲରରୁ ୧୭୫ଟି ବିରଳ ସାର୍କ ଜବତ ହୋଇଛି । ବେଆଇନ … Read More