ଆଜି ରାଜ୍ୟ ବଜେଟ୍: କାଳିଆ, ମିଶନଶକ୍ତିକୁ ଗୁରୁତ୍ଵ ସହ ନୂଆ ଯୋଜନାକୁ ମିଳିପାରେ ସ୍ଵିକୃତୀ
ଭୁବନେଶ୍ଵର, (ଓଟି): ହୋ ହଲ୍ଲା, ଆରୋପ ପ୍ରତ୍ୟାରୋପ ଭିତରେ ଚାଲିଥିବା ବିଧାନସଭାର ସ୍ଵଳ୍ପ କାଳୀନ ଅଧିବେଶନରେ ଆଜି କାମଚଳା ବଜେଟ୍ ଉପସ୍ଥାପନ ହେବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ପ୍ରସ୍ତାବ ଆଗତ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଏହାପରେ ୪ … Read More











