ନିଜସ୍ୱ ସର୍ଭେରେ ବହୁମତରୁ ଦୂରରେ ବିଜେପି

ଆଗାମୀ ଲୋକସଭା ନିର୍ବାଚନରେ ଦେଶର ମତଦାତାମାନେ କାହାକୁ ଭୋଟ ଦେବେ ସେ ନେଇ ବିଜେପି ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ବିଜେପି ନେତାଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଜେପିର ଭୋଟ ଦୁର୍ଗ କୁହାଯାଉଥିବା କେତେକ ରାଜ୍ୟରେ … Read More

ଚିଲିକା ଘେରିମୁକ୍ତ ଆନ୍ଦୋଳନର ମଙ୍ଗୁଆଳଙ୍କ ପରଲୋକ

ଭୁବନେଶ୍ଵର, (ଓଟି): ଏକଦା ଆଇନ ହାତକୁ ନେଇ ଚିଲିକାକୁ ଘେରିମୁକ୍ତ କରିବା ଲାଗି ପଣ କରିଥିବା ଚିଲିକା ମତ୍ସ୍ୟଜୀବୀ ମହାସଙ୍ଘର ନେତା ରଘୁନାଥ ବାଲା ଓରଫ୍‌ ଲଡ଼ୁ ବାଲାଙ୍କ ପରଲୋକ ହୋଇଛି। ଫେବୃୟାରୀ ୬ ତାରିଖରେ ତାଙ୍କ ମୃତ୍ୟୁ ଘଟିଛି। ସାମାଜିକ … Read More

‘ବାହୁବଳୀ’କୁ ଟପିଲା ଉରି

ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଉରି ବଲିଉଡ୍‍ ବକ୍ସ ଅଫିସରେ ୨୦୦ କୋଟି କ୍ଲବ୍‍ରେ ସାମିଲ୍‍ ହୋଇଛି। ରିଲିଜ୍‍ ହେବାର ୨୯ ଦିନରେ ‘ଉରି’ର ବ୍ୟବସାୟ ୨୨୫ କୋଟି ଟଙ୍କା ଟପିଛି । ଏହିକ୍ରମରେ ‘ଉରି’ ବ୍ଲକବଷ୍ଟର ଫିଲ୍ମ ବାହୁବଳୀକୁ … Read More

ଆରପାରିରେ ମହେଶ ଆନନ୍ଦ

ଅଶୀ ଓ ନବେ ଦଶକରେ ଖଳନାୟକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ମହେଶ ଆନନ୍ଦ ଆଉ ନାହାନ୍ତି । ୫୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଶେଷ ଥର ପାଇଁ ସେ ଗୋବିନ୍ଦାଙ୍କ ଅଭିନୀତ ବଲିଉଡ୍‍ … Read More

ଲିମ୍‍କା ବୁକ୍‍ ଅଫ୍‍ ରେକର୍ଡସରେ ସ୍ଥାନ ପାଇଲା ରବିଶଙ୍କରଙ୍କ ‘ଆର୍ଟ ଅଫ୍‍ ଲିଭିଙ୍ଗ୍‍’

ଭୁବନେଶ୍ୱର, (ଓଟି): ଯୋଗ ଗୁରୁ ତଥା ସଂସ୍କାରକ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ “ଆର୍ଟ ଅଫ୍‍ ଲିଭିଙ୍ଗ୍‍’ ସଂସ୍ଥାନ ଲିମ୍‍କା ବୁକ୍‍ ଅଫ୍‍ ୱର୍ଲଡ ରେକ୍‍ର୍ଡସ୍‍ରେ ସ୍ଥାନୀତ ହୋଇଛି । ସଂସ୍ଥା ପକ୍ଷରୁ ୪ଟି ରାଜ୍ୟରେ ମୁଖ୍ୟ ନଦୀ ଓ … Read More

ପଞ୍ଚଦଶ ବିଧାନସଭା ଶେଷ

ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଆଜି ସମାପ୍ତ ହୋଇଛି । ଧାର୍ଯ୍ୟ ସମୟର ଦୁଇଟି କାର୍ଯ୍ୟଦିବସ ପୂର୍ବରୁ ଅଧିବେଶନ ଶେଷ ହୋଇଥିବାବେଳେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବି ଘୋଷଣା କରିଛନ୍ତି । ଚଳିତମାସ ୪ ତାରିଖରୁ … Read More

ସର୍ଭେ: ବିଜେପିକୁ ବିପଦ ପ୍ରିୟଙ୍କା

ଗାନ୍ଧୀ ପରିବାରର କନ୍ୟା ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିବା ପରେ ଆଗାମୀ ଲୋକସଭା ନିର୍ବାଚନରେ ଏହାର ପ୍ରଭାବ କ’ଣ ରହିବ? କଂଗ୍ରେସକୁ ଲାଭ ମିଳିବ କି କ୍ଷତି ହେବ ଅଥବା କୌଣସି ପ୍ରଭାବ ପଡ଼ିବ ନାହିଁ? ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସର ସାଧାରଣ … Read More

୨୯୬ ଦିନରେ ଆଡ଼ଭାନୀ ସଂସଦରେ କହିଛନ୍ତି ମାତ୍ର ୩୬୫ ଶବ୍ଦ

ଅଗ୍ନିବର୍ଷୀ ଭାଷଣ ପାଇଁ ପରିଚିତ ବିଜେପିର ପ୍ରତିଷ୍ଠାତା ସଭ୍ୟ ତଥା ଲୋକସଭାର ସାଂସଦ ଲାଲକୃଷ୍ଣ ଆଡ଼ଭାନୀ ଗତ ପାଞ୍ଚ ବର୍ଷ ହେଲା ନୀରବ ହୋଇଯାଇଛନ୍ତି। ସେ ଶାସକ ଦଳ ପକ୍ଷରୁ ଲୋକସଭାରେ ପ୍ରଥମ ଧାଡ଼ିରେ ବସୁଛନ୍ତି। କିନ୍ତୁ ସେ ଦେଶର ବିଭିନ୍ନ … Read More

ରାଜନୀତିରେ ମହିଳାଙ୍କ ପ୍ରବେଶକୁ ଅସୂୟା କାହିଁକି?

ଦେଶରେ ମହିଳା ସଶକ୍ତିକରଣ କଥା କୁହାଯାଉଛି। କିନ୍ତୁ କୌଣସି ମହିଳା ଯଦି ରାଜନୀତିର ଶୀର୍ଷରେ ପହଞ୍ଚିଯାଉଛି ତେବେ ପୁରୁଷପ୍ରଧାନ ସମାଜକୁ କାହିଁକି ଏତେ ବାଧୁଛି। ଆମ ଦେଶରେ ରାଜନୀତି କ୍ଷେତ୍ରରେ ମହିଳାମାନେ ବହୁତ ବର୍ଷ ହେଲା ସକ୍ରିୟ ଅଛନ୍ତି। ଦେଶର ପ୍ରଧାନମନ୍ତ୍ରୀ, … Read More

୪ ମାସ ରାଜ୍ୟ ଚଳାଇବାକୁ ୫୬ହଜାର ୯୨୧ କୋଟି ଟଙ୍କା

ଭୁବନେଶ୍ଵର, (ଓଟି): ନିର୍ବାଚନ ମୁହାଁ ସରକାର ଓଡ଼ିଶାରେ ଜାରି ରହିଥିବା ଅତ୍ୟାବଶ୍ୟକ ଯୋଜନାଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଆବଶ୍ୟକ କାମଚଳା ଅନୁଦାନ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଉପସ୍ଥାପନ କରିଥିଲେ। ଏହାର କିଛି କ୍ଷଣ ପରେ ବାଚସ୍ପତି ଏଥିଲାଗି ବାଚନିକ ଭୋଟ୍‌ … Read More