୪୨ ଲୋକସଭା ଆସନରେ ନିର୍ବାଚନ ପ୍ରଚାର ଦାୟିତ୍ୱ ନେବେ ପ୍ରିୟଙ୍କା

ଗାନ୍ଧୀ ପରିବାରର କନ୍ୟା ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିବା ପରେ ଓ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ନିର୍ବାଚନ ଅଭିଯାନର ମୁଡ଼ରେ ଆଗେଇବାରେ ଲାଗିଛନ୍ତି। ଦଳକୁ କିପରି ଉତ୍ତରପ୍ରଦେଶରେ ଶକ୍ତିଶାଳୀ କରିବେ ତାହାର ବ୍ଲୁ … Read More

‘ନମୋ ଏଗେନ’ର ଜବାବ ‘ପୁଣିଥରେ ନବୀନ’

ନିର୍ବାଚନ ଘୋଷଣା ହୋଇନଥିଲେ ହେଁ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ ହେବା ଆରମ୍ଭ କରିଛି। କତଛିଦିନ ପୂର୍ବରୁ କଂଗ୍ରେସ ଓଡ଼ିଶା ମଇଦାନରୁ ଆଉଟ ହୋଇଯାଇଥିବା ଦଳ ବୋଲି ମନେକରାଯାଉଥିଲା। କିନ୍ତୁ ଏବେ ଏହି ଦଳ ଏକ ରାଜ୍ୟରେ ବିଜେଡ଼ି ଓ ବିଜେପିର … Read More

ବିଏସ୍‍ଏନ୍‍ଏଲ୍‍ ଗ୍ରାହକ ହଟ୍ଟହଟା

ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‍ଏନ୍‍ଏଲ୍‍)ରୁ ଇଣ୍ଟରନେଟ୍‍ ସଂଯୋଗ ଆଣିଥିବା ଗ୍ରାହକ ଏବେ ହଟ୍ଟହଟା । ବିଏସ୍‍ଏନ୍‍ଏଲ୍‍ ବ୍ରଡ୍‍ବ୍ୟାଣ୍ଡ୍‍ ସେବାର ବେଗ ଏତେ କମ୍‍ ରହୁଛି ଯେ ସେଥିରେ ସାଧାରଣ ମେଲ୍‍ ଟିଏ ଖୋଲିବା କଷ୍ଟକର ।ବିଏସ୍‍ଏନଏଲ୍‍ ଗ୍ରାହକଙ୍କର ଏଭଳି ଦୟନୀୟ … Read More

ଚାଷୀଙ୍କୁ ଡେବିଟ୍‍ କାର୍ଡ

ଚାଷୀଙ୍କୁ ଏଟିଏମ୍‍ ସୁବିଧା ଯୋଗାଇବା ଲାଗି ଆସନ୍ତା ମାସକ ମଧ୍ୟରେ ୨୧ଲକ୍ଷ ୪୦ହଜାର ରୂପେ ଡେବିଟ୍‍ କାର୍ଡ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନିକଟରେ କିଷାନ କ୍ରେଡିଟ୍‍ କାର୍ଡ (କେସିସି) ନେଇ ରାଜ୍ୟ କୃଷି ଉତ୍ପାଦନ କମିଶନର ଗଗନ … Read More

ଧିମେଇଲାଣି ପଲିଥିନ୍‍ କଟକଣା

ରାଜ୍ୟର ୫ଟି ମହାନଗର ନିଗମ ସମେତ ଶ୍ରୀକ୍ଷେତ୍ର ପୁରୀକୁ ପଲିଥିନ୍‍ ଓ ପ୍ଲାଷ୍ଟିକ ମୁକ୍ତ କରିବାଲାଗି ଆରମ୍ଭ ହୋଇଥିବା ଯୋଜନା ଏବେ ଧିମେଇ ଗଲାଣି । ଗତବର୍ଷ ଗାନ୍ଧୀଜୟନ୍ତୀ ପରେ ପରେ ଏହି ୬ଟି ସହରରେ ତନାଘନା ଚଢାଉ ଯୋଗୁଁ ପଲିଥିନ୍‍ … Read More

ଭାଷା ପ୍ରତିଷ୍ଠାନକୁ ଘର ମିଳିବ କେବେ?

ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ସହିତ ସରକାରୀ ସ୍ତରରେ ଆମଭାଷାର ବ୍ୟାପକ ପ୍ରଚଳନ ପାଇଁ ଉଦ୍ୟମ ଚାଲିଥିବାବେଳେ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡିଆ ଭାଷା ପ୍ରତିଷ୍ଠାନର ନିଜସ୍ୱ ଘର ଖଣ୍ଡେ ନଥିବାରୁ ଏହି ସଂସ୍ଥା ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛି … Read More

ଶରତଙ୍କ ପୁତ୍ର ସୂରଜ ଜଟଣୀରେ ହେବେ ବିଜେଡି ପ୍ରାର୍ଥୀ!

ଜଟଣୀ ନିର୍ବାଚନମଣ୍ଡଳୀରେ ଏଥର ବିଜେଡି ନୂଆ ପ୍ରାର୍ଥୀ ଦେବ। ପୂର୍ବତନ ବିଧାୟକ ଶରତ ପାଇକରାୟଙ୍କ ପୁତ୍ର ଇଞ୍ଜିନିୟର ସୁରଜ ପାଇକରାୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରିବା ପରେ ଏହି ଆଶା ଦେଖାଦେଇଛି। ସୁରଜ ବି ନବୀନଙ୍କ ଆର୍ଶୀବାଦ … Read More

ନିଜସ୍ୱ ସର୍ଭେରେ ବହୁମତରୁ ଦୂରରେ ବିଜେପି

ଆଗାମୀ ଲୋକସଭା ନିର୍ବାଚନରେ ଦେଶର ମତଦାତାମାନେ କାହାକୁ ଭୋଟ ଦେବେ ସେ ନେଇ ବିଜେପି ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ବିଜେପି ନେତାଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଜେପିର ଭୋଟ ଦୁର୍ଗ କୁହାଯାଉଥିବା କେତେକ ରାଜ୍ୟରେ … Read More

ଚିଲିକା ଘେରିମୁକ୍ତ ଆନ୍ଦୋଳନର ମଙ୍ଗୁଆଳଙ୍କ ପରଲୋକ

ଭୁବନେଶ୍ଵର, (ଓଟି): ଏକଦା ଆଇନ ହାତକୁ ନେଇ ଚିଲିକାକୁ ଘେରିମୁକ୍ତ କରିବା ଲାଗି ପଣ କରିଥିବା ଚିଲିକା ମତ୍ସ୍ୟଜୀବୀ ମହାସଙ୍ଘର ନେତା ରଘୁନାଥ ବାଲା ଓରଫ୍‌ ଲଡ଼ୁ ବାଲାଙ୍କ ପରଲୋକ ହୋଇଛି। ଫେବୃୟାରୀ ୬ ତାରିଖରେ ତାଙ୍କ ମୃତ୍ୟୁ ଘଟିଛି। ସାମାଜିକ … Read More

‘ବାହୁବଳୀ’କୁ ଟପିଲା ଉରି

ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଉରି ବଲିଉଡ୍‍ ବକ୍ସ ଅଫିସରେ ୨୦୦ କୋଟି କ୍ଲବ୍‍ରେ ସାମିଲ୍‍ ହୋଇଛି। ରିଲିଜ୍‍ ହେବାର ୨୯ ଦିନରେ ‘ଉରି’ର ବ୍ୟବସାୟ ୨୨୫ କୋଟି ଟଙ୍କା ଟପିଛି । ଏହିକ୍ରମରେ ‘ଉରି’ ବ୍ଲକବଷ୍ଟର ଫିଲ୍ମ ବାହୁବଳୀକୁ … Read More