ସହିଦଙ୍କ ପରିବାର ପାଇଁ ଓଡ଼ିଶା ଆଇପିଏସଙ୍କ ଦିନକର ଦରମା

ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍‌ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ … Read More

ପାରିଶିଖର ଓ ରତନପୁର ଗାଁରେ ଶୋକର ଛାୟା

କାନ୍ଦୁଛି ଜନ୍ମମାଟି ଓ କାନ୍ଦୁଛି ପରିବାର। ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଦୁଇ ଓଡ଼ିଆ ବୀର ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ସେମାନଙ୍କ ମରଶରୀର ପହଞ୍ଚିବା ପରେ ଅଶ୍ରୁଳ … Read More

ବଜାରରେ ମିଳିଲାଣି ମୋଦୀ ଶାଢ଼ୀ

୨୦୧୯ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହାକୁ ନେଇ ବିଭିନ୍ନ ସାମଗ୍ରୀର ବଜାର ସେତିକି ଗରମ ହେବାରେ ଲାଗିଛି। ତା ଭିତରୁ ଗୁଜରାଟର ଶାଢ଼ୀ ବଜାର ଅନ୍ୟତମ। ନିର୍ବାଚନର ଠିକ୍ ପୂର୍ବରୁ ଗୁଜରାଟ ବଜାରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ … Read More

ପାକିସ୍ତାନ ଏବେ ଆତଙ୍କୀସ୍ତାନ

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପରେ ପାକିସ୍ତାନରେ ଥିବା ଆତଙ୍କୀ କ୍ୟାମ୍ପ ବିରୋଧରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି। ଏହି ଆକ୍ରମଣରେ ୪୪ଜଣ ଯବାନଙ୍କ ପ୍ରାଣବଳୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Read More

ଆଡ଼ଭାନୀ-ଯୋଶୀ ନିର୍ବାଚନ ଲଢ଼ିବେ

୯୧ବର୍ଷ ବୟସରେ ପଦାର୍ପଣ କରିଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ନିଜର ସଂସଦୀୟ ଆସନ ଗାନ୍ଧୀନଗରରୁ ବର୍ତ୍ତମାନ ସନ୍ୟାସ ନେବା ଚିନ୍ତାରେ ନାହାଁନ୍ତି। କେବଳ ଆଡ଼ଭାନୀ ନୁହଁନ୍ତି ତାଙ୍କର ପୁରୁଣା ସହଯୋଗୀ ମୂରଲୀ ମନୋହର ଯୋଶୀ(୮୪), ଶାନ୍ତା କୁମାର (୮୫), … Read More

ପ୍ରତି ନିର୍ବାଚନମଣ୍ଡଳୀରେ ରହିବ ମହିଳା ପୁଲିଂ ବୁଥ୍

ଆଗାମୀ ନିର୍ବାଚନରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଗୋଟିଏ କିମ୍ବା ଏକାଧିକ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳନା ହେବ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ଆଜି ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। … Read More

ମୋଷ୍ଟ ଫେଭର୍‌ଡ ନେସନ୍‌ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍‌ ଦେଲା ଭାରତ

ସିଆରପିଏଫ୍ ଯବାନଙ୍କ ଉପରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୂରା ଦେଶକୁ ସ୍ତବ‍୍‌ଧ କରିଦେଇଛି । ଆଉ ପୁଣି ଥରେ ଆତଙ୍କବାଦୀଙ୍କୁ ପଡୋଶୀ ପାକିସ୍ତାନର ସହଯୋଗ ନେଇ ପ୍ରଶ୍ନ ଉଠିଛି । ଏହିଦୃଷ୍ଟିରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସୁରକ୍ଷା … Read More

ହେମାଙ୍କ କଂଗ୍ରେସ ଫେରିବା ରାସ୍ତାରେ କଣ୍ଟା ତାରା

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେଲେ ହେମାବତୀ ଗମାଙ୍ଗ। ଗିରିଧର ବିଧାନସଭାକୁ ନିର୍ବାଚିତ ହେବା ପରେ ହେମା ତାଙ୍କ ସ୍ଥାନରେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ଗିରିଧର ପୁଣି ଲୋକସଭାକୁ ଯିବା ପରେ ଲକ୍ଷ୍ମୀପୁର ଆସନରୁ … Read More

ଆଇଆଇଏଏମ୍‌ସିରେ ଆକାଶବାଣୀର ପ୍ରସାରକ ଅଖିଳ ମିତ୍ତଲ: ‘ରେଡି଼ଓର ରୂପ ବଦଳିଛି, ଲୋପ ପାଇନି’

ଢେଙ୍କାନାଳ: ଯେତେବେଳେ ଟେଲିଭିଜନ ଆସିଲା, ସମସ୍ତେ କହିଲେ ରେଡି଼ଓ ଲୋପ ପାଇଯିବ । କାରଣ ଟେଲିଭିଜନରେ ଶୁଣିବା ସହ ଚିତ୍ର ଦେଖିହେଲା । ଯାହା ରେଡି଼ଓରେ ଅସମ୍ଭବ । ହେଲେ ରେଡି଼ଓର ଭବିଷ୍ୟତକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ଭୁଲ … Read More

ପୁଲ୍‌ୱାମାରେ ଆତଙ୍କୀ ଆକ୍ରମଣ: ଓଡ଼ିଆ ଶହୀଦଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲ୍‌ୱାମାରେ ଶହୀଦ ହୋଇଥିବା ଓଡ଼ିଶାର ଦୁଇଜଣ ସିଆର୍‌ପିଏଫ୍‌ ଜୱାନଙ୍କ ପରିବାରବର୍ଗଙ୍କ ସହ କଥା ହୋଇଛନ୍ତି। ଫୋନ୍‌ ଯୋଗେ ସାନ୍ତ୍ଵନା ଦେଇ କହିଛନ୍ତି, ‘ ମା’ ମୁଁ ବହୁତ ଦୁଃଖି, ମୁଁ ଆପଣଙ୍କ ସାଥିରେ ଅଛି’। … Read More