ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା: ୫ ଶିକ୍ଷକ ଗିରଫ;୧୧ ଜଣ କର୍ମଚାରୀ ସସ୍ପେଣ୍ଡ
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୫ ଜଣ ଶିକ୍ଷକଙ୍କୁ ନୂଆପଡ଼ା ଜିଲ୍ଲାର ବୋଡେନ ପୁଲିସ ଗିରଫ କରିଛି। ନୂଆପଡ଼ା ଜିଲ୍ଲାର କରଙ୍ଗାମାଲ ହାଇସ୍କୁଲ ସୁପରିନ୍ଟେଣ୍ଡେଣ୍ଟ, ୨ ଜଣ ଇନ୍ଭିଜିଲେଟର, ଲିଟିସରି ଗୋପୀନାଥ ହାଇସ୍କୁଲ ସୁପରିନ୍ଟେଣ୍ଡେଣ୍ଟ ଓ କ୍ରୀଡା ଶିକ୍ଷକ ଗିରଫ ହୋଇଛନ୍ତି। … Read More











