ଜନଜାତିଙ୍କ ପାଇଁ ବଡ଼ ଆଶ୍ୱସ୍ତି

୧୩ ତାରିଖର ନିଜ ରାୟ ଉପରେ ସ୍ଥଗିତାଦେଶ ଦେଲେ ସୁପ୍ରିମକୋର୍ଟ ଓଡ଼ିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନାର ପ୍ରାୟ ୧୨ ଲକ୍ଷ ଆଦିବାସୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ଜଙ୍ଗଲ ଜମିରେ ରହୁଥିବା ଜନଜାତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ବଡ଼ ଆଶ୍ୱସ୍ତି ମିଳିଛି। ଜଙ୍ଗଲ ଜମିରୁ … Read More

ଭାରତୀୟ ପାଇଲଟଙ୍କୁ ଆସନ୍ତା କାଲି ଛାଡିବ ପାକିସ୍ତାନ

ଭାରତ ପାଇଁ ଏକ ବଡ଼ ଖବର । ଭାରତ ଓ ବିଶ୍ବ ଜନମତ ଚାପରେ ପଡି ପାକିସ୍ତାନ ଶେଷରେ ବାୟୁସେନା ପାଇଲଟ ଅଭିନନ୍ଦନ ଅଭିନନ୍ଦନଙ୍କୁ ଛାଡିବା ପାଇଁ ନିଷ୍ପତ୍ତି ନେଇଛି । ପାଇଲଟ ଅଭିନନ୍ଦନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ମୁକ୍ତ କରାଯିବ … Read More

ବିଜେପିର ଲକ୍ଷ୍ୟ କେବଳ ଲୋକସଭା

ଓଡ଼ିଶାରେ ମିଶନ ୧୨୦ଙ୍ଘର ସ୍ଲୋଗାନ ଦେଉଥିିବା ନେତାମାନଙ୍କର ସ୍ୱର ଏବେ ବଦଳିବାରେ ଲାଗିଲାଣି। ଏହି ୧୨୦ଙ୍ଘ ସ୍ଳୋଗାନ ସଫଳ ହୋଇପାରିବ ନାହିଁ ବୋଲି ଜାଣିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସମେତ ଅନ୍ୟମାନେ ଏବେ କିପରି ଅଧିକରୁ ଅଧିକ ଲୋକସଭା … Read More

ହାଇକୋର୍ଟ ଝଟକା: କଂଗ୍ରେସ ଖାଲି କରିବ ହେରାଲଡ୍ ହାଉସ‍୍‌

ଆଜି କଂଗ୍ରେସକୁ ନ୍ୟାସନାଲ ହେରାଲଡ୍ ମାମଲାରେ ଦିଲ୍ଳୀ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ନ୍ୟାସନାଲ ହେରାଲଡର ପ୍ରକାଶକ ଆସୋସିଏଟେଡ୍ ଜର୍ନାଲ ଲିମିଟେଡ(ଏଜେଏଲ) ହାଇକୋର୍ଟର ଜଣିକିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ୨ ସପ୍ତାହ ସମୟ ମାଗିଥିଲା। ଯାହାକୁ … Read More

ଅଧା ନିର୍ବାଚନ ଜିତିଗଲେ ମୋଦି

ସିଓଲ ଶାନ୍ତି ପୁରସ୍କାର ଗ୍ରହର କରିବା ପର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରିଆର ସୁପ୍ରସିଦ୍ଧ ଲୋକ କଥା ‘ଶିକାଗୀ ଭନିଦା’କୁ ସ୍ମରଣ କରିଥିଲେ। ଶିକାଗୀ ଭନିଦାର ଅର୍ଥ ହେଉଛି, ‘ଭଲ ଶୁଭାରମ୍ଭ ହେଲେ ଅଧା ଲଢ଼େଇ ଜିତି ହୋଇଯାଏ’। ଏହି … Read More

କଟକ ରେଳ ଷ୍ଟେସନରେ ଏସ୍କାଲେଟର

କଟକ – ବ୍ରହ୍ମପୁର ମେମୁର ସଂପ୍ରସାରଣ ଓ ହୀରାକୁଦ ଏବଂ ପୁରୀ – ଆଜମେର ଏକ୍ସପ୍ରେସର ଅତିରିକ୍ତ ରହଣି ଘୋଷିତ କଟକର ସିଆରଆରଆଇ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂଙ୍କ ଦ୍ୱାରା … Read More

୧୨ଲକ୍ଷ ପରିବାର ଭୋଟର ତାଲିକାରୁ ବାଦ : କଂଗ୍ରେସ

ନିର୍ବାଚନ ଆୟୋଗ ଜାନୁଆରୀ ମାସ ୨୦୧୯ ରେ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେହି ଭୋଟର ତାଲିକାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ‌୍‍ର ଏକ ବଡ ଅଂଶର ଭୋଟରମାନଙ୍କର ନାମ ସେ ତାଲିକାରୁ ବାଦ‌୍‍ … Read More

କେନ୍ଦୁଝର ଲୋକସଭା: ସବୁ ଦଳରେ ପ୍ରାର୍ଥୀ ସଂକଟ

ଆଗାମୀ ଲୋକସଭା ନିର୍ବାଚନ ପାଇଁ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ବଳ କଷାକଷି ଚାଲିଛି। ଯାହାକୁ ନେଇ କେନ୍ଦୁଝର ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଲାଣି। ଫଳରେ କେନ୍ଦୁଝର ଲୋକସଭା ଆସନରେ ରାଜନୀତି ରୋଚକ ମୋଡ଼ ନେଲାଣି। … Read More

ସର୍ଜିକାଲ ଷ୍ଟ୍ରାଇକ୍-୧ ରେ ପ୍ରମାଣ ମାଗିଥିବା ନେତା ଏବେ ସର୍ଜିକାଲ ଷ୍ଟ୍ରାଇକ୍-୨ ପାଇଁ ବାୟୁସେନାକୁ କଲେ ପ୍ରଶଂସା

ଭାରତୀୟ  ସେନା ଦ୍ବାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍-୧କୁ ନେଇ ମୋଦି ସରକାରଙ୍କୁ ପ୍ରମାଣ ମାଗୁଥିବା ଲୋକେ ଏବେ ସର୍ଜିକାଲ ଷ୍ଟ୍ରାଇକ୍-୨ ପାଇଁ ବାୟୁସେନାକୁ ଖୋଲାଖୋଲି ଭାବରେ ପ୍ରଶଂସା କରିଛନ୍ତି। ନିର୍ବାଚନୀ ବର୍ଷ ଥିବାରୁ ଏବେ ନା କେହି ମୋଦି ସରକାର  କିମ୍ବା … Read More

ପାକିସ୍ତାନ ଉପରେ ଭାରତର ଅଘୋଷିତ ଆକ୍ରମଣ : ଇମ୍ରାନ୍

ପାକ୍‌ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଭାରତ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବାର ୧୨ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ ଜୈସ୍‌-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିବା … Read More