ଓଡ଼ିଶାରେ ଦଳିତ ଓ ଆଦିବାସୀଙ୍କ ଭିତରେ ସର୍ବାଧିକ ତାରତମ୍ୟ

ଓଡ଼ିଶାରେ ଦଳିତ ଓ ଆଦିବାସୀଙ୍କ ଭିତରେ ରହିଛି ସର୍ବାଧିକ ତାରତମ୍ୟ। ଏଠି ଧନୀ ଦଳିତ ଓ ଦରିଦ୍ର ଦଳିତଙ୍କ ଭିତରେ ଏତେ ଅର୍ଥନୀତିକ ପ୍ରଭେଦ ରହିଛି ଯେ ତାହା ଚିନ୍ତାଜନକ। ଏପରି ଅବସ୍ଥା ଦେଶର ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେ … Read More

ବିଜେପିରେ ମିଶିବେ ବୈଜୟନ୍ତ!

ସବୁ ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେଉଁ ଦଳକୁ ଯିବେ ସେନେଇ ନାନାଦି ଚର୍ଚ୍ଚା ହୋଇଆସୁଥିଲା । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାର ସମ୍ଭାବନା … Read More

ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ଯିବ ସୋଆ ଅଲ ଟେରାନ ଯାନ

ଶିକ୍ଷା ଓ ଅନୁସନ୍ଧାନର ଡିମ‌୍‍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଆଇ.ଟି.ଇ.ଆର କଲେଜର ଏସ.ଆଇ. ଇଣ୍ଡିଆ କ୍ଲବର ଛାତ୍ରଛାତ୍ରୀମାନେ ରୋବଷ୍ଟ ଏବଂ ଅଲ ଟେରାନ ଯାନ ପ୍ରସ୍ତୁତ କରି ସଫଳତା ହାସଲ କରିଛନ୍ତି। ଏହି ସଫଳତା ଦ୍ୱାରା ଦେଶର ସବୁଠାରୁ ବଡ … Read More

ଆଇଟିଇଆରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୧୯

୬ଟି ଟିମର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ସମାଜର ବିଭିନ୍ନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୧୯ର ତୃତୀୟ ସଂସ୍କରଣ। ସାରା … Read More

ଇନ୍‌ସାସ୍‌ ବଦଳରେ ଅତ୍ୟାଧୁନିକ ଏକେ-୨୦୩ ରାଇଫଲ

ଦେଶର ସୀମାରେ ମୁତୟନ ଥିବା ସେନା ବାହିନୀର ଇନ୍‌ଫାନ୍‌ଟ୍ରି ଟ୍ରୁପ୍‌ବ୍ୟବହାର କରୁଥିବା ଇନ୍‌ସାସ୍‌ ଆସଲ୍ଟ ରାଇଫଲଗୁଡ଼ିକ ସାଂପ୍ରତିକ ପରିସ୍ଥିତିରେ ଅପ୍ରାସଙ୍ଗିକ ହୋଇପଡ଼ିଥିବାରୁ ଏଗୁଡ଼ିକୁ ପ୍ରତ୍ୟାହାର କରି ଆଣି ତା’ବଦଳରେ ସଂପୂର୍ଣ୍ଣ ଅତ୍ୟାଧୁନିକ ଓ ପରବର୍ତ୍ତୀ ପିଢ଼ିର ଏକେ-୨୦୩ ରାଇଫଲ ଦେବାକୁ କେନ୍ଦ୍ର … Read More

କଂଗ୍ରେସର ପୁରୁଣା ରୋଗ ଆରମ୍ଭ : ସର୍ଜିକାଲ ଷ୍ଟ୍ରାଇକ ପ୍ରମାଣ ମାଗିଲେ ଦିଗବିଜୟ

ସର୍ଜିକାଲ ଷ୍ଟ୍ରାଇକକୁ ନେଇ କଂଗ୍ରେସର ପୁରୁଣା ରୋଗ ଆରମ୍ଭ ହେଲାଣି। କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଭାରତକୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି। ଯେଭଳି ଆମେରିକା ଓସାମା ଅପରେସନର ପ୍ରମାଣ ଦେଇଥିଲା, ଠିକ ସେହିଭଳି ଭାରତ ସରକାର ମଧ୍ୟ ସର୍ଜିକାଲ … Read More

କଂଗ୍ରେସ-ସିପିଆଇ ଅଡୁଆ ଛିଡୁନି

ସିପିଆଇ (ଭାରତୀୟ କମ୍ୟୁନିଷ୍ଟ ପାର୍ଟି) କଂଗ୍ରେସଠାରୁ ଗୋଟିଏ ଲୋକସଭା ଏବଂ ୫ଟି ବିଧାନସଭା ଆସନ ପାଇବାକୁ ଅଡ଼ି ବସିଛି। ଆଜି ମାର୍ତ୍ତବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) ସହିତ ଆଲୋଚନା କରିବ କଂଗ୍ରେସ। କିନ୍ତୁ ସିପିଆଇ ଦାବିରୁ ଯେଉଁ ଅଡ଼ୁଆ ଆରମ୍ଭ ହୋଇଛି, … Read More

କଂଗ୍ରେସକୁ ଭରଷା ଛତିଶଗଡ଼ ଫର୍ମୁଲା

୮ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଜାନୁଆରୀ୨୫ରେ ସେ ଆସିଥିଲେ ଭୁବନେଶ୍ୱର। ଫେବୃଆରୀ ୫ ତାରିଖରେ ଭବାନୀପାଟଣା ଓ ରାଉରକେଲା ସମାବେଶରେ ସେ ଯୋଗ … Read More

ଭାରତୀୟ ବୀର ଯୋଦ୍ଧା : କାରିଅପ୍ପାଙ୍କଠାରୁ ଅଭିନନ୍ଦନଙ୍କ ପର୍ଯ୍ୟନ୍ତ

ବୀର ଯୋଦ୍ଧା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ବୀରତ୍ୱକୁ ସମଗ୍ର ଦେଶ ଆଜି ସଲାମ କରୁଛି। ପାକିସ୍ତାନରୁ ମୁକ୍ତ ହେବା ପରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ୱାଘା-ଅଟାରି ସୀମାରେ ଶୁକ୍ରବାର ବଡ଼ ଜନସମାଗମ ଦେଖିବାକୁ ମିଳିଥିଲା। ତେବେ ଏହା ପ୍ରଥମ … Read More

ଜଷ୍ଟିସ୍‌ ଅଜିତ୍‌ ସିଂହ ଓଡ଼ିଶା ଲୋକୟୁକ୍ତ ଅଧ୍ୟକ୍ଷ ହେଲେ

ଦୀର୍ଘ ଦିନର ଦାବି ପରେ ଶେଷରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତ କରିଛନ୍ତି। ଜଷ୍ଟିସ ଅଜିତ୍ ସିଂଙ୍କୁ ଲୋକାୟୁକ୍ତର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଗୌହ୍ୱାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସିଂ ଏହି ଦାୟିତ୍ୱ ଦିଆଯିବା ନେଇ ଆଜି … Read More