ଖର୍ଚ କରିପାରୁନି ବିଜେଡି: ବ୍ୟୟଠୁ ଆୟ ୩ଗୁଣା

ଭୁବନେଶ୍ଵର, (ଓଟି): ଦିନକୁଦିନ ବଳିଷ୍ଠ ହୋଇଚାଲିଛି ବିଜେଡି। ଉଭୟ ଲୋକପ୍ରିୟତା ଓ ଅର୍ଥନୀତିକ ଦୃଷ୍ଟିକୋଣରେ ଏହା ଏବେ ଜାତୀୟ ସ୍ତରର ଏକ ପ୍ରମୁଖ ଆଞ୍ଚଳିକ ଦଳ। ନିଜର ଅର୍ଥନୀତିକ ସ୍ଥିତି ଏତେ ଶକ୍ତ ଯେ, ଦେଶର ୪୮ଟି ଜଣାଶୁଣା ଆଞ୍ଚଳିକ ଦଳ … Read More

ସପ୍ତାହବ୍ୟାପୀ ମୁମ୍ବଇର ସବୁ ଅନାଥ ଓ ଜରାଶ୍ରମରେ ଖାଦ୍ୟ ଯୋଗାଇବେ ଅମ୍ବାନୀ

ମୁମ୍ବଇ ପ୍ରତି ସଦିଚ୍ଛା ଏବଂ ଭଲ ପାଇବାର ନିଦର୍ଶନ ସ୍ୱରୂପ ନୀତା ଏବଂ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଏହି ସହରର ୨୦ ନିୟୁତ ମୁମ୍ବଇ ବାସୀ ତଥା ପରିଭ୍ରମଣକାରୀଙ୍କ ପାଇଁ ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଧିରୁଭାଇ ଅମ୍ବାନୀ … Read More

ଭାରତୀ-ହର୍ଷ ତାଙ୍କ ପୁଅର ନାଁ ରଖିବେ ବିକାଶ, ଜାଣନ୍ତୁ ଏହାର କାରଣ

କମେଡ଼ି କୁଇନ୍ ଭାରତୀ ଓ ହର୍ଷଙ୍କ ଯୋଡ଼ି ଟେଲି ଦୁନିଆରେ ଏକ ରୋମାଣ୍ଟିକ୍ ଯୋଡ଼ି ଭାବେ ଖୁବ୍ ଲୋକପ୍ରିୟ । ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଯୋଡ଼ି ତାଙ୍କର ଫ୍ୟାମିଲି ଆଗକୁ ବଢାଇବା ପାଇଁ କୌଣସି ପ୍ଲାନିଙ୍ଗ କରିନାହାନ୍ତି … Read More

ଜାହ୍ନବୀଙ୍କ ପ୍ରଥମ ପ୍ରେମ କିଏ? ଜାଣନ୍ତୁ

ଗତ ବର୍ଷ ଫିଲ୍ମ ‘ଧଡ଼କ୍’ରୁ ବଲିଉଡ୍ରେ ପାଦ ଥାପିଥିବା ଜାହ୍ନବୀ ସୁପରହିଟ୍ ଷ୍ଟାରଡଟର୍ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଜାହ୍ନବୀଙ୍କ ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଏବେ ସୋସିଆଲ୍ … Read More

ସବୁ ପେଟ ରୋଗ ଦୂର କରିବା ପାଇଁ ଡାଏଟରେ ସାମିଲ୍ କରନ୍ତୁ ଏହି ଡ୍ରିଙ୍କସ

ଏସିଡିଟି, ଫୁଡ୍ ପଏଜନିଙ୍ଗ, ଫ୍ରୁଟ୍ ଆଲର୍ଜି ଓ ବଦହଜମି ଭଳି ଯେତେ ସବୁ ପେଟ ରୋଗ ରହିଛି, ତାହାକୁ ଦୂର କରିବାକୁ ଚାହୁଁଥିଲେ ଆପଣ ନିଜ ଡାଏଟ୍ରେ କିଛି ଡ୍ରିଙ୍କସ୍ ସାମିଲ୍ କରନ୍ତୁ । ସେହିସବୁ ଡ୍ରିଙ୍କସ୍ ସମସ୍ତ ପ୍ରକାର ପେଟ … Read More

ପୂଜାଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନା କରୁଛନ୍ତି କି? ନିଶ୍ଚୟ ଧ୍ୟାନ ଦିଅନ୍ତୁ କିଛି ବିଶେଷ ଦିଗ ଉପରେ

ପୂଜା ଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନା କରି ପୂଜାର୍ଚ୍ଚନା କରୁଥିଲେ କିଛି ବିଶେଷ ଦିଗ ପ୍ରତି ଆପଣ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ନଚେତ୍ ଆପଣଙ୍କ ପୂଜାର୍ଚ୍ଚନା ଅଧୁରା ହୋଇଯିବ । ପୂଜାର୍ଚ୍ଚନା ଅଧୁରା ହେଲେ କୌଣସି ଶୁଭଫଳ ପ୍ରାପ୍ତି ହୋଇନଥାଏ … Read More

ଦିବ୍ୟାଙ୍କାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ବ୍ୟାଣ୍ଡ୍ ବାଜା ବାରାତ୍

ଟେଲି ଦୁନିଆର ଲୋକପ୍ରିୟ ନାୟିକା ବିଦ୍ୟାଙ୍କା ତ୍ରିପାଠୀଙ୍କ ଏକ୍ସ ବୟଫ୍ରେଣ୍ଡ୍ ଶରଦ ମଲହୋତ୍ରା ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ଫ୍ୟାଶନ୍ ଡିଜାଇନର୍ ରିପସୀ ଭାଟିୟାଙ୍କ୍ ସହିତ ଶରଦ ବିବାହ କରିବେ । ଶରଦ … Read More

ବାହାଘର ଆୟୋଜନ ପାଇଁ ଚିନ୍ତିତ କି? ଜାଣି ରଖନ୍ତୁ ‘ପ୍ରେସିଡେନ୍ସୀ ରିସର୍ଟ’ର ସୁଯୋଗସବୁକୁ

ବାହାଘର ପାଇଁ ଆପଣ ପ୍ରସ୍ତୁତ ହେଲେ ବର ବା କନ୍ୟା ବ୍ୟତୀତ ଯାହା କିଛି ଜରୁରୀ ପଡ଼େ ସେ ଭିତରେ ଅତ୍ୟାବଶ୍ୟକ ହେଉଛି ଗୋଟିଏ ସୁନ୍ଦର ଯାଗା। ପୁଣି ଏ ଯାଗା ଏମିତି ହେବା ଦରକାର ଯେଉଁଠି ଆପଣଙ୍କ ବାହାଘରର ଖାସ୍‌ … Read More

ଏୟାର ଷ୍ଟ୍ରାଇକରେ ଆତଙ୍କୀ ଓ ବିରୋଧି ଧ୍ୱସ୍ତ

ବାଜିଗର ସିନେମାୋ ଶାହରୁଖ ଖାଁଙ୍କ ପ୍ରସିଦ୍ଧ ଡ଼ାୟଲଗ ଥିଲା ‘ ହାର କରି ଜିତି ଥିବା ଲୋକକୁ ବାଜିଗର କୁହାଯାଏ’। ବର୍ତ୍ତମାନ ଦେଶର ପରିସ୍ଥିତି ଓ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ବାଜିଗର ଠାରୁ କମ‍୍‌ ନୁହଁନ୍ତି। ଏହାର କାରଣ … Read More

ବିରୋଧିଙ୍କ ପ୍ରମାଣ ଦାବି ପାକିସ୍ତାନକୁ ଫାଇଦା

ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବାକୁ ଦେଶର ବିରୋଧିଦଳମାନେ ଲଗାତର ଦାବି କରିବାରେ ଲାଗିଲେଣି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ ଭଳି ରାଜନୈତିକ ଦଳର ନେତାମାନେ ଯେଉଁ ଭଳି ଢ଼ଙ୍ଗରେ ଦେଶର ସରକାରଙ୍କୁ ସର୍ଜିକାଲ … Read More