ନ୍ୟୁଜ୍ ୱଲ୍ଡ ଓଡ଼ିଶା ବନ୍ଦ! କର୍ମଚାରୀଙ୍କ ମନରେ ଆଶଙ୍କା
ନୂଆ ସରକାର ଆସିବା ପରେ ରାଜ୍ୟର ଶାସନ ମହଲା ଯେତିକି ଚଳଚଞ୍ଚଳ ହେଉଛି, ଗଣମାଧ୍ୟମ- ବିଶେଷକରି ନ୍ୟୁଜ୍ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍ଗୁଡ଼ିକ ସେତିକି ଭାଙ୍ଗିଭୁଙ୍ଗି ଚୁନା ହେବାରେ ଲାଗିଛନ୍ତି। ଗୋଟିକ ପରେ ଗୋଟିଏ ଚ୍ୟାନେଲ୍ ଏବେ ବନ୍ଦ ବା ସଙ୍କୁଚିତ … Read More











