ବାସ୍ତୁ: ଘରେ କାହିଁକି ରଖିବେ ଫାଉଣ୍ଟେନ୍ ଶୋ’ ପିସ୍ କିମ୍ବା ପାଣି ସମ୍ବନ୍ଧୀୟ ଫଟୋ

ବାସ୍ତୁ ଓ ପେଙ୍ଗସୁଇର ଗୁରୁତ୍ୱ ଓ ମହତ୍ୱ ଦିନକୁ ଦିନ ବଢିବାରେ ଲାଗିଛି । ଘର ଠାରୁ ଆରମ୍ଭ କରି କାର୍ଯ୍ୟାଳୟ ନିର୍ମାଣ କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ଯେଉଁସବୁ ନିୟମ ରହିଛି, ତାହାକୁ ମାନି ଚଳିବା ଦ୍ୱାରା ପରିବାରକୁ ସଫଳତା ମିଳିଥାଏ । … Read More

ବିଗ୍ ବିଙ୍କ ନୂଆ ଅବତାର

ବଲିଉଡର ମହାନାୟକ ବିଗ୍ ବିଙ୍କ ଅଭିନୟର ପ୍ରଶଂସା ଯେତିକି କରାଯିବ ସେତିକି କମ୍ ହିଁ ଲାଗିବ । ଚରିତ୍ର ଅନୁଯାୟୀ ନିଜକୁ ଗଢିନେବା ଏବଂ ପ୍ରତ୍ୟେକ ଫିଲ୍ମ ସହିତ କିଛି ନୂଆ କରିବାର କଳା କେବଳ ବିଗ୍ ବିଙ୍କ ପାଖରେ ହିଁ … Read More

୩୦ ବର୍ଷ ପରେ ଏହି ଡ୍ୟାନ୍ସ କରିବେ ଶିଳ୍ପା ସେଟ୍ଟି

ବି ଟାଉନର ଅନନ୍ୟା ସୁନ୍ଦରୀ ଶିଳ୍ପାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସୋନି ଏଣ୍ଟରଟେନମେଣ୍ଟ୍’ର ‘ସୁପର୍ ଡ୍ୟାନ୍ସର୍ ଗ୍ରାଣ୍ଡ୍ ଫିନାଲେ ଅଧ୍ୟାୟଟି ଆସନ୍ତା ରବିବାର ଦିନ ଟେଲିକାଷ୍ଟ୍ କରାଯିବ । ଟପ୍ ୫ ଜଣ ପ୍ରତିଯୋଗୀ ରୁପା, ସକ୍ଷମ ଶର୍ମା, … Read More

ରୋଷେଇ – ବ୍ରେକୋଲି କର୍ଣ୍ଣ ଟିକ୍କି

ଆବଶ୍ୟକୀୟ ଜିନିଷ – ୨୦୦ଗ୍ରାମ ବ୍ରେକୋଲି, ୫୦ ଗ୍ରାମ ଆମେରିକାନ୍ କର୍ଣ୍ଣ, ଅଧା ଚାମଚ ଗରମ ମସଲା, ୨ଟି କଞ୍ଚା ଲଙ୍କା (ରାଗ ଅନୁଯାୟୀ), ୧ କପ୍ କଟା ଧନିଆ ପତ୍ର,୨ ଚୁଟକି ଭଜା ହିଙ୍ଗୁ ପାଉଡର୍, ୧/୨ ଚାଚମ ଭଜା … Read More

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ୨୦୧୯

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜୁନ୍ ୨୧ରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହେବାକୁ ଯାଉଛି । ଭାରତ ସହିତ ୧୭୭ଟି ଦେଶରେ ଏହି ଯୋଗ ଦିବସକୁ ସେଲିବ୍ରେଟ୍ କରାଯାଏ । ଚଳିତବର୍ଷ ୫ମ ଯୋଗ ଦିବସ ପାଳନ କରାଯିବ । … Read More

‘ଟିପ୍ ଟିପ୍ ବରଷା ପାନୀ…’ର ରିମେକ୍ ସମ୍ପର୍କରେ କ’ଣ କହିଲେ ଅକି, ଜାଣନ୍ତୁ

ରୋହିତ୍ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଫିଲ୍ମ ସମ୍ପର୍କିତ କିଛି ନା କିଛି ଖବର ସବୁବେଳେ ସୋସିଆଲ୍ ମିଡିଆରେ ଛାଇ ରହୁଛି । କିଛି ଦିନ ପୂର୍ବରୁ ଖବର ମିଳିଥିଲା ଯେ ‘ସୂର୍ଯ୍ୟବଂଶୀ’ରେ ‘ଟିପ୍ ଟିପ୍ … Read More

ରୋଷେଇ – ସୁପି ପାସ୍ତା

ଆବଶ୍ୟକୀୟ ଜିନିଷ – ଗୋଟିଏ କପ୍ ସିଝା ପାସ୍ତା, ଖୁବ୍ ଛୋଟ ଛୋଟ କଟାଯାଇଥିବା ଗୋଟିଏ ବଡ଼ ପିଆଜ, ଗୋଟିଏ ଟମାଟ, ଗାଜର କୋରା ୨ ଚାମଚ, ୩ଟି ରସୁଣ କୋଲା, କଟା ସିମଲା ଲଙ୍କା ୨ ଟେବୁଲସ୍ପୁନ୍, ଛତୁ ୨ … Read More

ମୁନ୍ନାଭାଇଙ୍କ ପ୍ରଡକସନ୍ ହାଉସର ପ୍ରଥମ ମରାଠୀ ଫିଲ୍ମ ‘ବାବା’ର ଫାଷ୍ଟଲୁକ୍ ରିଲିଜ୍

ମୁନ୍ନାଭାଇ ଓରଫ୍ ସଞ୍ଜୟ ଦତ୍ତ ବଲିଉଡ୍ ପରେ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରୀ କରିଛନ୍ତି । ସଞ୍ଜୟଙ୍କ ପ୍ରଡକସନ୍ ହାଉସର ପ୍ରଥମ ଫିଲ୍ମ ‘ବାବା’ର ଫାଷ୍ଟଲୁକ୍ ରିଲିଜ୍ ହୋଇଛି । ଏହି ଫିଲ୍ମକୁ ସଞ୍ଜୁବାବା ତାଙ୍କ ବାପା ସୁନିଲ୍ ଦତ୍ତଙ୍କ ପାଇଁ … Read More

ଜାଣନ୍ତୁ ଦହି ଓ ଗୋଲମରିଚର ଚମତ୍କାରୀ ଗୁଣ

ଆୟୁର୍ବେଦର ମହତ୍ୱ ଓ ଗୁରୁତ୍ୱ ବହୁ ପୂର୍ବରୁ ରହିଛି ଏବଂ ଆଗାମୀ ସମୟରେ ମଧ୍ୟ ରହିଥିବ । ଏଭଳି ଅନେକ ରୋଗ ରହିଛି ଯାହାକି ଆପଣ ଘରୋଇ ଚିକିତ୍ସା ଦ୍ୱାରା ସମାଧାନ କରିପାରିବେ । ତେବେ ଆଜିର ସମୟରେ ମୋଟାପା ଏକ … Read More

ଲଣ୍ଡନ୍ ମ୍ୟୁଜିୟମରେ ପିସି

ଇଣ୍ଟର୍ ନ୍ୟାସନାଲ୍ ତାରକା ଭାବେ ବେଶ୍ ପରିଚିତ ପ୍ରିୟଙ୍କା ଚୋପ୍ରା ଜୋନ୍ସଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ନ୍ୟୁୟର୍କ ପରେ ଏବେ ପିସିଙ୍କ ମହମ ମୂର୍ତ୍ତି ଲଣ୍ଡନସ୍ଥିତ ତୁଷାଦ୍ ମ୍ୟୁଜିୟମରେ ସ୍ଥାନ ପାଇଛି । ମ୍ୟୁଜିୟମ୍ ପକ୍ଷରୁ କରାଯାଇଥିବା ଏକ … Read More