ପରିଣୀତି ଓ ସିଦ୍ଧାର୍ଥ ଷ୍ଟାରର୍ ‘ଜବରିଆ ଯୋଡ଼ି’ର ଟ୍ରେଲର୍ ଆଉଟ୍
ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଆଗାମୀ ଫିଲ୍ମ ‘ଜବରିଆ ଯୋଡ଼ି’ର ଟ୍ରେଲର୍ ରିଲିଜ୍ କରାଯାଇଛି । ୨.୫୮ ମିନିଟର ଏହି ଟ୍ରେଲର୍ ଅନୁଯାୟୀ ଫିଲ୍ମର କାହାଣୀ ବିହାରର ପୃଷ୍ଟିଭୂମି ଉପରେ ଆଧାରିତ ବୋଲି ସ୍ପଷ୍ଟ ହୋଇଛି । ଟ୍ରେଲରର ପ୍ରଥମରେ … Read More











