ପିସିଙ୍କ ବାର୍ଥ ଡେ’ କେକର ଦାମ୍ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ, ପ୍ରସ୍ତୁତ ହେବା ପାଇଁ ଲାଗିଥିଲା ୨୪ ଘଣ୍ଟା
ନିକଟ ଅତୀତରେ ପିସି ତାଙ୍କର ୩୭ତମ ଜନ୍ମଦିନ ପାଳନ କରିଥିଲେ । ନିକଙ୍କ ସହିତ ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ ହୋଇଥିବାରୁ ପିସିଙ୍କ ମା’ ମଧୁ ଚୋପ୍ରା ଓ ଶାଶୁଘର ପକ୍ଷରୁ ଏହାକୁ ବେଶ୍ ଖାସ୍ କରିବା ପାଇଁ … Read More











