‘ହମ୍ ଆପକେ ହେ କୌନ୍’ର ସିଲଭର୍ ଜୁବଲି

ରାଜଶ୍ରୀ ପ୍ରଡକସନ୍ ପକ୍ଷରୁ ୧୯୯୪ ମସିହାରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ହମ୍ ଆପକେ ହେ କୌନ୍’ ଗତ ସୋମବାର ଦିନ ୨୫ ବର୍ଷ ପୁରଣ କରିଛି । ସଲମାନ୍ ଓ ମାଧୁରୀଙ୍କ ଅଭିନୀତ ଏବଂ ସୂରଜ ବଡ଼ଜାତ୍ୟାଙ୍କ ନିର୍ଦ୍ଦେଶିତ ଏହି … Read More

ଏହି ୩ଟି ରାଶିର ବ୍ୟକ୍ତି ପିନ୍ଧନ୍ତୁ ନାହିଁ ସୁନା ମୁଦି, ସୃଷ୍ଟି ହୋଇପାରେ ସମସ୍ୟା

ଜୀବନରେ ବିଫଳତା ଲାଗିରହିଲେ କିମ୍ବା କୌଣସି ସମସ୍ୟା ସୃଷ୍ଟି ହେଲେ ଅନେକ ବ୍ୟକ୍ତି ଜ୍ୟୋତିଷଶାସ୍ତ୍ରର ସାହାରା ନେଇଥାନ୍ତି । ସମସ୍ୟାର ସମାଧାନ ଦିଗରେ ଜ୍ୟୋତିଷମାନେ ବିଭିନ୍ନ ପ୍ରକାର ଉପାୟ କହିଥାନ୍ତି । ସେସବୁ ମଧ୍ୟରୁ ଗୋଟିଏ ଉପାୟ ହେଉଛି ରାଶି ଅନୁଯାୟୀ … Read More

ରୋଷେଇ – ବଳକା ଭାତର ପକୋଡ଼ି

ଆବଶ୍ୟକୀୟ ଜିନିଷ- ଗୋଟିଏ ବଡ଼ ବାଉଲ୍ ଭାତ, ୨ଟି ସିଝା ଆଳୁ, ଅଧାକପ୍ ପିଆଜ, ଅଧା କପ ବେସନ, ୨ଟି କଂଚା ଲଙ୍କା, ଖଣ୍ଡେ ଅଦା, ଅଧା କପ୍ କଟା ଧନିଆପତ୍ର, ଅଧା କପ୍ ଭୃସଙ୍ଗ ପତ୍ର, ୧ ଟିସ୍ପୁନ୍ ଜିରା, … Read More

‘ଭାବିଜୀ ଘର୍ ପର୍ ହେ’ର ୧୦୦୦ ଏପିସୋଡ୍, ପାର୍ଟି ମନାଇଲେ ଟିମ୍

ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ ‘ଭାବିଜୀ ଘର୍ ପର୍ ହେ’ର ୧୦୦୦ ଏପିସୋଡ୍ ପୁରଣ ହୋଇଯାଇଛି । ଏହି ଖୁସିରେ ଶୋ’ର ନିର୍ମାତା ସମସ୍ତ କଳାକାର ଓ କ୍ରୁ ମେମ୍ବରଙ୍କ ସହିତ ଏକ ଜବରଦସ୍ତ ପାର୍ଟିର ଆୟୋଜନ କରିଥିଲେ । … Read More

ରୋଷେଇ – ରାକ୍ଷୀ ପାଇଁ ସନ୍ଦେଶ୍ ମିଠା

ଆବଶ୍ୟକୀୟ ଜିନିଷ – ପନିର୍ ୪୦୦ ଗ୍ରାମ, ଚିନି ୨୦୦ ଗ୍ରାମ, ୩ ଚାମଚ ଗୁଜରାତି ଗୁଣ୍ଡ ଓ ସଜାଇବା ପାଇଁ କିଛି ଡ୍ରାଏ ଫୁଡସ୍ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନିର୍ ଓ ଚିନିକୁ ମିକ୍ସର୍ ଜାରରେ ପକାଇ ଭଲ … Read More

ବିବାହ ବନ୍ଧନରେ ଆବଦ୍ଧ ହେବେ ବାହୁବଳୀ

ବ୍ଲକବଷ୍ଟର୍ ‘ବହୁବଳୀ’ ଫେମ୍ ପ୍ରଭାଷ ଖୁବ୍ ଶୀଘ୍ର ବିବାହ କରିବେ । ଆସନ୍ତା ୩୦ ତାରିଖରେ ପ୍ରଭାଷଙ୍କ ଅଭିନୀତ’ସାହୋ’ ରିଲିଜ୍ ପରେ ବିବାହ ଉତ୍ସବ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି । ଏଭଳି ଏକ ଖବର ପ୍ରଶଂସକ ମହଲରେ ଖୁସିର … Read More

‘କେବିସି’ ପାଇଁ ଇଟାଲିରୁ ଆସେ ବିଗ୍ ବିଙ୍କ ସୁଟ୍, ବିଦେଶରୁ ଆସେ ସୁଟ୍ ବୋତାମ

‘କୌନ୍ ବନେଗା କାରୋଡ଼ପତି’ର ୧୧ ତମ ସଂସ୍କରଣର ଘୋଷଣା ହେବା ପରଠାରୁ ଏହାକୁ ନେଇ କୌଣସି ନା କୌଣସି ଖବର ସୋସିଆଲ୍ ମିଡିଆରେ ରହୁଛି । ଏହି ଧାରାରେ ଏବେ ଆଉ ଏକ ଖବର ମିଳିଛି ଯେ ‘କେବିସି’ରେ ବିଗ୍ ବିଙ୍କ … Read More

ସୁହାନା ଖାନଙ୍କ ଜବରଦସ୍ତ ଡ୍ୟାନ୍ସ ପ୍ରାକ୍ଟିସ୍, ଭିଡିଓ ଭାଇରାଲ୍

ବିଦେଶରୁ ଗ୍ରାଜୁଏସନ୍ ସାରି ଆସିବା ପରେ କିଙ୍ଗ୍ ଖାନଙ୍କ ସୁପୁତ୍ରି କୌଣସି ନା କୌଣସି କାରଣ ପାଇଁ ମନୋରଞ୍ଜନ ପୃଷ୍ଠା ମଣ୍ଡନ କରିଆସୁଛନ୍ତି । ଏବେ ସୁହାନାଙ୍କ ଆଉ କିଛି ଫଟୋ ଚର୍ଚ୍ଚାରେ ରହିଛି । ସେହି ସବୁ ଫଟୋ ଗୁଡ଼ିକରେ … Read More

ଆୟୁଶ ଶର୍ମାଙ୍କ ଫିଲ୍ମରେ ଇଶାବେଲ୍

ବି ଟାଉନର ବାର୍ବିଡଲ୍ କାଟ୍ରିନାଙ୍କ ଭଊଣୀ ଇଶବେଲ୍ ବଲିଉଡ୍ ଏଣ୍ଟ୍ରୀ କରିବେ ବୋଲି ଅନେକ ଦିନରୁ ଖବର ଆସୁଛି । କିନ୍ତୁ ଇଶାବେଲଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ନିଜ କ୍ୟାରିୟରରେ ସଫଳତା ପାଇଁ ଇଶା ଅନେକ କିଛି ପୂର୍ବ … Read More

ହେଲଥ୍ ଟିପ୍ସ: ଖାଆନ୍ତୁ ଘିଅ, ଜାଣନ୍ତୁ ଏହାର ବିଶେଷ ଫାଇଦା

ପ୍ରତିଦିନର ରୁଟିନ୍ ଡାଏଟରେ କ’ଣ ଖାଇବେ ଓ କେତେ ପରିମାଣରେ ଖାଇବେ, ତାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏ ସମ୍ପର୍କରେ ଡାଇଟିସିଆନମାନେ ଅନେକ କିଛି ପରାମର୍ଶ ଦେଇଥାନ୍ତି । ନିଜର ଡାଏଟରେ ପ୍ରତିଦିନ କିଛି ଫ୍ୟାଟ୍ ବା ଚର୍ବିଯୁକ୍ତ ଖାଦ୍ୟ ସାମିଲ୍ … Read More