ଫ୍ୟାଶନ୍ ଟିପ୍ସ: କାଜୁଆଲ୍ ଆଉଟଫିଟ୍ ସହିତ ଗ୍ଲାମରର ତଡ଼କା
ଝିଅମାନେ ସବୁବେଳେ ଚାହାନ୍ତି ଯେ ତାଙ୍କର ୱାଡ଼ରୋବରେ ଥିବା କାଜୁଆଲ୍ ଆଉଟଫିଟସ୍ଗୁଡ଼ିକୁ ଷ୍ଟାଇଲିସ୍ ହେବା ସହିତ ପିନ୍ଧିବା ପାଇଁ ଆରାମଦାୟକ ହେଉ । ତେବେ ଏହି ୩ଟି କମ୍ବିନେସନ୍ ଚାହୁଁଥିବା ଝିଅମାନଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ ହେଉଛି ଅଫସୋଲଡର୍ ଟପ୍ … Read More











