ଜାୱେଦ୍ ହବିବଙ୍କ ଠାରୁ ଜାଣନ୍ତୁ ରୂପି ସମସ୍ୟା ଦୂର କରିବା ପାଇଁ ଟିପ୍ସ

ପ୍ରଖ୍ୟାତ ହେୟାର୍ ଡିଜାଇନର୍ ଜାୱେଦ୍ ହବିବ୍ ନିକଟରେ ମିଡିଆ ସହିତ ଏକ ସାକ୍ଷାତକାରରେ ରୂପି ସମସ୍ୟା ଦୂର କରିବା ପାଇଁ କିଛି ଟିପ୍ସ୍ ଦେଇଥିଲେ । ଜାୱେଦଙ୍କ ସେହି ସବୁ ସରଳ ଓ ସହଜ ଟିପ୍ସଗୁଡ଼ିକୁ ଆପଣାଇବା ଦ୍ୱାରା ଖୁବ୍ କମ୍ … Read More

ରୋଷେଇ – ଦକ୍ଷିଣ ଭାରତୀୟ ଖାଦ୍ୟ ରାବା ପୁଣ୍ଡି

ଆବଶ୍ୟକୀୟ ଜିନିଷ – ୨ ଚାମଚ ତେଲ, ୧ ଚାମଚ ସୋରିଷ, ଅଧାକପ୍ ଭୃସଙ୍ଗପତ୍ର, ୧ ଚାମଚ ବୁଟ ଡାଲି, ୧ କପ୍ ରାବା ସୁଜି, ୩ କପ୍ ପାଣି, ଅଧା ଚାମଚରୁ କମ୍ ମେଥି, ଅଧାକପ୍ ନଡ଼ିଆ ପାଉଡର୍, ଗୋଟିଏ … Read More

ଡ.ଅଚ୍ୟୁତ ସାମନ୍ତଙ୍କୁ ନେଇ ବଲିଉଡର ଆଗାମୀ ଫିଲ୍ମ ‘ଜଙ୍ଗଲ୍ କ୍ରାଏ’

ଅନେକ ଦିନରୁ ବଲିଉଡରୁ ଗାଏବ ହୋଇଯାଇଥିବା ଅଭୟ ଦେଓଲଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର । ଅପକମିଙ୍ଗ୍ ଫିଲ୍ମ ‘ଜଙ୍ଗଲ୍ କ୍ରାଏ’ ମାଧ୍ୟମରେ ଅଭୟ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି । ସାଗର ବେଲ୍ଲାରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ … Read More

‘ବିଗ୍ ବସ୍ ୧୩’ର ପ୍ରଥମ ପ୍ରୋମୋ ରିଲିଜ୍

ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘ବିଗ୍ ବସ୍ ୧୩’ର ପ୍ରଥମ ପ୍ରୋମୋ କଲର୍ସ ଚ୍ୟାନେଲର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ରିଲିଜ୍ କରାଯାଇଛି । ସବୁଥର ଭଳି ବିଗ୍ ହାଉସର ବିଗ୍ ବସ୍ ଭାବେ ଅଛନ୍ତି ଦବଙ୍ଗ ଖାନ୍ ସଲ୍ଲୁ ଭାଇଜାନ୍ … Read More

ଅନୁଷ୍କାଙ୍କ ସ୍ପେଶାଲ୍ ଗେଷ୍ଟ୍, ଜାଣନ୍ତୁ କେମିତି କଲେ ସ୍ୱାଗତ

ଗତ ବର୍ଷ ରିଲିଜ୍ ହୋଇଥିବା ଆନନ୍ଦ ଏଲ୍ ରୟଙ୍କ ନିର୍ଦ୍ଦେଶିତ ‘ଜିରୋ’ ପରେ ଅନୁଷ୍କା ବଲିଉଡ୍ ଫେରିବାର କୌଣସି ଖବର ଆସିନି । କିନ୍ତୁ ସୋସିଆଲ୍ ମିଡିଆରେ କିଛି ଫଟୋ ସେୟାର୍ କରି ସେ ସବୁେବେଳ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ … Read More

ହେଲଥ୍ ଟିପ୍ସ: ବର୍ଷାଦିନରେ କାଛୁ କୁଣ୍ଡିଆର ଘରୋଇ ଉପଚାର

ବର୍ଷାଦିନରେ ପରିବେଶ ଅଧିକ ଆଦ୍ର ଥିବାରୁ ବ୍ୟାକ୍ଟେରିଆ ଜନିତ କାଛୁ କୁଣ୍ଡିଆ ହୋଇଥାଏ । ଗରମ ଦିନରେ ଅଧିକ ଝାଳ ଯୋଗୁଁ ମଧ୍ୟ ସ୍କିନ୍ ଡିଜିଜ୍ ଦେଖାଦେଇଥାଏ । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଅନ୍ୟ କାହାର ଚର୍ମ ସଂସ୍ପର୍ଶରେ … Read More

ରୋଷେଇ – ପଞ୍ଜାବୀ ଖେଚୁଡ଼ି

ଆବଶ୍ୟକୀୟ ଜିନିଷ – ୧/୨ କପ୍ ଚାଉଳ, ୨ ଟେୁବଲ୍ ସ୍ପୁନ୍ ମୁଗଡାଲି,୨ ଟେୁବଲ୍ ସ୍ପୁନ୍ ହରଡ଼ଡାଲି, ଗୋଟିଏ ମିଡିୟମ୍ ସାଇଜ୍ ପିଆଜ କଟା, ୨ ଟେୁବଲ୍ ସ୍ପୁନ୍ ବାଦାମ୍, ୨କପ୍ ପାଣି, ୨ ଟେୁବଲ୍ ସ୍ପୁନ୍ ଘିଅ, ୧/୪ ଟିସ୍ପୁନ୍ … Read More

ଲୋକାଲ୍ ଷ୍ଟୋରର ଡ୍ରେସ୍ କିଣି ପିନ୍ଧିଲେ କଙ୍ଗନା

ବି ଟାଉନର ମଣିକର୍ଣ୍ଣିକା ଓରଫ୍ କଙ୍ଗନା ରଣାୱତ୍ ପୁଣିଥରେ ତାଙ୍କର ଡ୍ରେସ୍ ସେନ୍ସକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ କଙ୍ଗନା କଲିକତାରୁ ମାତ୍ର ୬୦୦ ଟଙ୍କାରେ ଗୋଟିଏ ଶାଢ଼ି କିଣି ପିନ୍ଧିଥିଲେ । କଙ୍ଗନାଙ୍କ ଏଭଳି ସାଧାରଣ ଲୁକ୍ ପ୍ରଶଂସକଙ୍କୁ … Read More

ଜନଙ୍କ ଆଗାମୀ ଫିଲ୍ମ ‘୧୯୧୧’

‘ବାଟଲା ହାଉସ’ର ସଫଳତା ପରେ ଜନଙ୍କ ଆଗାମୀ ଫିଲ୍ମ ‘୧୯୧୧’ର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆଗାମୀ ବର୍ଷର ଶେଷ ଭାଗରେ ଏହା ରିଲିଜ୍ ହୋଇପାରେ । ଫିଲ୍ମର କାହାଣୀ ୧୦୮ ବର୍ଷ ପୁରୁଣା ଐତିହାସିକ ଫୁଟବଲ୍ ମ୍ୟାଚ୍ ଉପରେ … Read More

ପ୍ରେଗନେନ୍ସି ସମୟରେ ମୁଣ୍ଡବିନ୍ଧାର କାରଣ ଓ ଘରୋଇ ଉପଚାର

ସାଧାରଣତଃ ପ୍ରେଗନେନ୍ସିର ୩ ମାସ ପରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ । କିଛି ମହିଳାଙ୍କ କ୍ଷେତ୍ରରେ ଏହା କିଛିଦିନ ପରେ ଆପେ ଠିକ୍ ହୋଇଯାଇଥିବାବେଳେ ଅନେକଙ୍କ କ୍ଷେତ୍ରରେ ଏହା ଅସହନୀୟ ହୋଇପଡ଼େ । ପ୍ରେଗନେନ୍ସି ସମୟରେ ଅଧିକ ପେନକିଲର୍ ଖାଇବା ପାଇଁ … Read More