ରିଲିଜ୍ ହେଲା ‘ପଲ୍ ପଲ୍ ଦିଲ୍ କେ ପାସ୍’, କରଣ ଦେଓଲଙ୍କ ପ୍ରଶଂସାରେ ଶତମୁଖ ସିନେପ୍ରେମୀ
ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଛି ସନ୍ନି ଦେଓଲଙ୍କ ସୁପୁତ୍ର କରଣ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ । କରଣଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିନେଇଛି ଏବଂ ସିନେ ମହଲରେ ଏବେ କେବଳ ତାଙ୍କର ହିଁ … Read More











