ଡେବ୍ୟୁ କଲେ ଐଶ୍

ବଚ୍ଚନ ପରିବାରର ବୋହୁ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଲରିୟଲ୍ କମ୍ପାନୀ ପକ୍ଷରୁ ପ୍ୟାରିସ୍ ଠାରେ ଅନୁଷ୍ଠିତ ‘ଲରିୟଲ୍ ପ୍ୟାରିସ୍ ଲେ ଡିଫାଇଲ୍’ ନାମକ ଫ୍ୟାଶନ୍୍ ଶୋ’ରେ ର‌୍ୟାମ୍ପ ୱାକ୍ କରି ଏବେ ଚର୍ଚ୍ଚାରେ ଅଛନ୍ତି । ପ୍ରଥମ ଥର ପାଇଁ ଐଶ୍ … Read More

‘ସୋଲେ’ର କାଲିଆଙ୍କୁ ହରାଇଲା ବଲିଉଡ୍

୧୯୭୫ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ‘ସୋଲେ’ ଏବଂ ତା’ର କିଛି ଚର୍ଚ୍ଚିତ ଡାଇଲଗ୍ ସିନେପ୍ରେମୀଙ୍କ ପାଇଁ ଅପାସୋରା । ସେହି ଫିଲ୍ମରେ ଡାକୁ ଗବର୍ ସିଂଙ୍କ ଗ୍ୟାଙ୍ଗରେ ଥିବା କାଲିଆ ଓରଫ୍ ବିଜୁ ଖୋଟେ ଆଉ ନାହାନ୍ତି । ୭୭ବର୍ଷ ବୟସରେ … Read More

ବିୟୁଟି ଟିପ୍ସ: ଦାଣ୍ଡିଆ ଲୁକ୍ ପାଇଁ ପରଫେକ୍ଟ ଟ୍ରେଣ୍ଡି ଜୁଏଲାରୀ

ଦାଣ୍ଡିଆ ନାଇଟ୍ ପାଇଁ ଘାଗରା କିମ୍ବା ଲେହେଙ୍ଗା ଚୋଲି ପାଇଁ ପାରମ୍ପରିକ ଜୁଏଲାରୀ ଭାବେ ରହିଆସିଛି ନେକଲେସ୍, ଅଣ୍ଟା ପଟି, ବଡ଼ ଝୁମକା ଓ ପାଉଁଜି । କିନ୍ତୁ ଏବେ ଫ୍ୟାଶନ୍ ଅପଡେଟକୁ ପସନ୍ଦ କରୁଥିବା ଝିଅମାନଙ୍କ ପାଇଁ ଏସବୁ ପୁରୁଣା … Read More

ରୋଷେଇ – ବ୍ରେଡ୍ ଉପମା

ଆବଶ୍ୟକୀୟ ଜିନିଷ – ୧୦-୧୨ଟି ପାଉରୁଟି, ୨ ଟେବୁଲ୍ ସ୍ପୁନ୍ ତେଲ, ୨ ଟିସ୍ପୁନ୍ ସୋରିଷ, ଗୋଟିଏ କଟା ଟମାଟ, ଗୋଟିଏ କଟା କଂଚା ଲଙ୍କା, ଖଣ୍ଡେ ଅଦା, ଗୋଟିଏ କପ୍ କଟା ପିଆଜ, ୧/୪ କପ୍ ଟମାଟ କ୍ୟାଚଅପ୍, ଗୋଟିଏ … Read More

ଡେଲିଭରି ବୟରୁ ‘ଡ୍ୟାନ୍ସ ଦିୱାନେ’ ବିଜେତା ବିଶାଲ୍

ଜାମସେଦପୁରର ବିଶାଲ ସୋନକର୍ ଡ୍ୟାନ୍ସ ରିଏଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ ୨’ର ବିଜେତା ହୋଇଛନ୍ତି । ଶୋ’ର ୱିନର୍ ଭାବେ ତାଙ୍କୁ ୧୫ ଲକ୍ଷ ଟଙ୍କା ମିଳିଛି । ଶନିବାର ଦିନ ହୋଇଥିବା ଗ୍ରାଣ୍ଡ୍ ଫିନାଲେ ରାଉଣ୍ଡରେ ବିଶାଲ୍ ବିଜୟ ମୁକୁଟ … Read More

ଟେଲି ଦୁନିଆକୁ ଫେରିବେ ଆମନା ସରିଫ୍

ଟେଲି ସିରିଏଲ୍ ‘କହିଁ ତୋ ହୋଗା’ରେ କଶିଶଙ୍କ ଭୂମିକାରେ ଥିବା ଅମାନା ସରିଫଙ୍କୁ ହୁଏତ ଦର୍ଶକ ଭୁଲି ନଥିବେ । ୨୦୧୩ରେ ପ୍ରସାରିତ ସେହି ଶୋ’ ପରଠାରୁ ଆଉ ତାଙ୍କୁ ଛୋଟ ପରଦାରେ ଦେଖିବାକୁ ମିଳିନଥିଲା । କିନ୍ତୁ ଦୀର୍ଘ ୬ବର୍ଷର … Read More

ବିୟୁଟି ଟିପ୍ସ: ଗରବା ନାଇଟ୍ ପାଇଁ ଟ୍ରେଣ୍ଡି ହେୟାର୍ ଷ୍ଟାଇଲ୍

ସାଧାରଣତଃ ଗରବା ସମୟରେ କେଶକୁ ଖୋଲା ଛାଡ଼ି ହୁଏ ନାହିଁ । ହେଭି ଡ୍ରେସ୍ ସହିତ ଖୋଲା କେଶକୁ ସମ୍ଭାଳିବା ଖୁବ୍ ମୁସ୍କିଲ୍ । ତେଣୁ କେଶକୁ ସିମ୍ପଲ୍ ଜୁଡ଼ା କିମ୍ବା ବେଣୀ ନକରି ଫଲୋ କରନ୍ତୁ କିଛି ନୂଆ ହେୟାର୍ … Read More

ମା’ ହେବେ କଲକି କୋଚଲିନ୍

ବଲିଉଡ୍ ସହିତ ହଲିଉଡ୍ ଦର୍ଶକଙ୍କ ମନ ଜିତିଥିବା ଦକ୍ଷ ଅଭିନେତ୍ରୀ କଲକି କୋଚଲିନ୍ ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ନିକଟରେ ଏକ ମିଡିଆ ସାକ୍ଷାତକାରରେ ନିଜେ କଲକି ଏହି ଖୁସି ଖବର ଦେଇଥିଲେ । କଲକି କହିଥିଲେ ଯେ … Read More

ରୋଷେଇ – ଷ୍ଟଫଡ୍ ଇଡଲି

ଆବଶ୍ୟକୀୟ ଜିନିଷ – ଚାଉଳ ୧ କପ୍, ହଦି ୧ କପ୍, ଗୋଲମରିଚ ଗୁଣ୍ଡ ଗୋଟିଏ ଛୋଟ ଚାମଚ, ୩ଟି ମଧ୍ୟମ ଆକାରର ସିଝା ଆଳୁ, ଗୋଟିଏ ଛୋଟ ଚାମଚ ଜିରା, ୨ ବଡ଼ ଚାମଚ ତେଲ, ୨ଟି କଟା କଂଚା … Read More

ଦାଦା ସାହେବ୍ ଫାଲକେ ଆୱାର୍ଡ଼ ବିଜେତା ବିଗ୍ ବିଙ୍କୁ ଅମୁଲ୍ ପକ୍ଷରୁ ନିଆରା ଭେଟି

ଦୁଇ ଦଶନ୍ଧିର ମହାନାୟକ ବିଗ୍ ବିଙ୍କୁ ଭାରତୀୟ ସିନେ ଦୁନିଆର ସବୁଠାରୁ ସମ୍ମାନଜନକ ଦାଦା ସାହେବ୍ ଫାଲକେ ଆୱାର୍ଡ଼ରେ ସମ୍ମାନିତ କରାଯିବ । ଏହି ଖବର ବିଗ୍ ବିଙ୍କ ଅଗଣିତ ପ୍ରଶଂସକଙ୍କ ପାଇଁ ବେଶ୍ ଖୁସି ନେଇଆସିଛି । ସମସ୍ତେ ନିଜ … Read More