‘କଳଙ୍କ’ର ଟିଜର୍କୁ ନେଇ ସୋସିଆଲ୍ ମିଡିଆରେ ବଢିଚାଲିଛି ମଜାଦାର ମିମ୍ସ୍

୧୨ ମାର୍ଚ୍ଚରେ ମଲଟିଷ୍ଟାରର୍ ‘କଳଙ୍କ’ର ଟିଜର୍ ରିଲିଜ୍ ହୋଇଥିଲା । ଏଥିରେ ଥିବା ଦମ୍ଦାର୍ ଡାଇଲଗ୍ ସିନେପ୍ରେମୀଙ୍କ ହୃଦୟ କିଣିନେଇଥିବାବେଳେ ସୋସିଆଲ୍ ମିଡିଆର କେତେଜଣ ୟୁଜର୍ସ ଏହାକୁ ନେଇ ବିଭିନ୍ନ ପ୍ରକାର ମିମ୍ସ୍ ପ୍ରସ୍ତୁତ କରି ସେୟାର୍ କରୁଛନ୍ତି । ସେହିସବୁ … Read More

ନିକଙ୍କ ପକ୍ଷରୁ ପିସିଙ୍କୁ ମିଳିଲା ଉପହାର, ଦାମ୍- ୨କୋଟି ୩୭ ଲକ୍ଷ ଟଙ୍କା

ଆଜିକାଲି ପିସିଙ୍କ ଗୋଡ଼ ଆଉ ତଳେ ଲାଗୁନି । ଏଭଳି ଖୁସିର କାରଣ ଗୋଟିଏ ନୁହେଁ ଅନେକ । ପିସିଙ୍କ ଅଭିନୀତ ହଲିଉଡ୍ ଫିଲ୍ମ ‘ଇଜ୍ ନଟ୍ ଇଟ୍ ରୋମାଣ୍ଟିକ୍’ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି । ଅନ୍ୟପଟେ ଜୋନ୍ସ … Read More

୬୪ ତମ ଫିଲ୍ମଫେୟାର୍ ଆୱାର୍ଡ଼ର ନାମାଙ୍କନ ତାଲିକା ଜାରି

ଚଳିତବର୍ଷ ପାଇଁ ଫିଲ୍ମଫେୟାର୍ ଆୱାର୍ଡ଼ର ଘୋଷଣା ହୋଇଛି । ୬୪ତମ ବିମଲ୍ ଫିଲ୍ମଫେୟାର୍ ଆୱାର୍ଡ଼ ଉତ୍ସବ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାରକାମାନଙ୍କୁ ସେମାନଙ୍କର ଉକୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯିବ । ଏହା ପୂର୍ବରୁ ଆୱାର୍ଡ଼ର୍ … Read More

ଦେଶର ସେନା ଓ ସୁରକ୍ଷା ବାହିନୀଙ୍କ ଗହଣରେ ପୁଅ ବାହାଘରର ଖୁସି ମନାଇଲେ ନୀତା ଓ ମୁକେଶ ଅମ୍ବାନୀ

ସହର ଏବଂ ଦେଶକୁ ସୁରକ୍ଷିତ ରଖିବାଦିଗରେ ଅହରହ କାର୍ଯ୍ୟ କରୁଥିବା ବିଭିନ୍ନ ସୁରକ୍ଷା ବାହିନୀ ଓ ସେନା ପ୍ରତି ସମ୍ମାନଜଣାଇ ଆଜି ସନ୍ଧ୍ୟାରେ ସେନା ବାହିନୀ, ନୌବାହିନୀ, ଅର୍ଦ୍ଧସାମରିକ ବଳ, ମୁମ୍ବାଇ ପୋଲିସ, ରେଳ ସୁରକ୍ଷା ବଳ ଇତ୍ୟାଦିରେ କାର୍ଯ୍ୟକରୁଥିବା ସହସ୍ରାଧିକ … Read More

ଆକାଶ-ଶ୍ଲୋକାଙ୍କ କିସିଙ୍ଗ୍ ଭିଡିଓ ଭାଇରାଲ୍

ଗତ ୯ ତାରିଖରେ ମୁମ୍ବାଇସ୍ଥିତ ଜିଓ ସେଣ୍ଟରରେ ଆକାଶ ଅମ୍ବାନୀ ତାଙ୍କ ପିଲାଦିନର ସାଙ୍ଗ ଶ୍ଲୋକା ମେହେତାଙ୍କୁ ବିବାହ କରିଥିଲେ । ଏହି ରାଜକୀୟ ବିବାହର ଚର୍ଚ୍ଚା ଏବେ ପର୍ଯ୍ୟନ୍ତ ସରିନାହିଁ । ଏହି ଧାରାରେ ଏବେ ଆକାଶ ଓ ଶ୍ଲୋକାଙ୍କର … Read More

ବାର୍ଥ ଡେ’ ନୁହେଁ ଶ୍ରେୟା ଘୋଷାଲ୍ ଡେ’ କୁହନ୍ତୁ

ସୁମଧୁର କଣ୍ଠ ଦ୍ୱାରା ଦେଶ ବିଦେଶର ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା ଶ୍ରେୟା ଘୋଷାଲ୍ ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶ୍ରେୟାଙ୍କ ସ୍ୱରରେ ମୁଗ୍ଧ ଶ୍ରୋତା ତାଙ୍କ ଜନ୍ମଦିନକୁ ଶ୍ରେୟା … Read More

‘ପିଙ୍କ୍’କୁ ପଛରେ ଛାଡ଼ିଲା ‘ବଦଲା’, ଜାଣନ୍ତୁ ୪ଦିନର ବକ୍ସ ଅଫିସ୍ ହାଲଚାଲ୍

ଏଥର ଫ୍ରାଇଡେ’ ରିଲିଜ୍ରେ ସିନେମାଘରକୁ ଆସିଥିଲା ବିଗ୍ ବି ଓ ତାପସୀଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବଦଲା’ । ରିଲିଜ୍ ହେବା ପରଠାରୁ ଆଜିପର୍ଯ୍ୟନ୍ତ ‘ବଦଲା’ ଜବରଦସ୍ତ ବ୍ୟବସାୟ କରିଚାଲିଛି । ବିଗ୍ ବିଙ୍କର ଅନ୍ୟ ଦୁଇଟି ଫିଲ୍ମ ‘ପିଙ୍କ୍’ … Read More

‘କଳଙ୍କ’ର ଟିଜର୍ ଆଉଟ୍

ମଲଟିଷ୍ଟାରର୍ ଫିଲ୍ମ ‘କଳଙ୍କ’ର ପୋଷ୍ଟର୍ ରିଲିଜ୍ ହେବା ପରେ ଫିଲ୍ମ ପ୍ରତି ସିନେପ୍ରେମୀଙ୍କ ଉତ୍ସାହ ବଢି ବଢି ଚାଲିଥିଲା ଏବଂ ଏହାର ମୁକ୍ତିଲାଭକୁ ଏବେ ସମସ୍ତଙ୍କ ଅପେକ୍ଷା । ଏଭଳି ପରିସ୍ଥିତିରେ ଫିଲ୍ମର ଟିଜର୍ ରିଲିଜ୍ କରାଯାଇଛି । ପୋଷ୍ଟର୍ ପରେ … Read More

ଗୁଡ଼ ଓ ଜିରା ଦୂର କରିବ କୋଷ୍ଠକାଠିନ୍ୟ, ଜାଣନ୍ତୁ କିଭଳି କରିବେ ବ୍ୟବହାର

ଅନେକ ବ୍ୟକ୍ତିଙ୍କଠାରେ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ । ବୟସ ବଢିବା ସହିତ ଏହି ସମସ୍ୟା ମଧ୍ୟ ବଢିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଅନେକ ବ୍ୟକ୍ତି କିଛି ଆର‌୍ୟୁବେଦିକ ଚୂର୍ଣ୍ଣ କିମ୍ବା ଏଲୋପାଥିର ସାହାରା ନେଇଥାନ୍ତି । … Read More

ଇଂରାଜୀରେ ୭ ବଚନ ନେଲେ ଆକାଶ ଅମ୍ବାନୀ

ପ୍ରଖ୍ୟାତ ବିତ୍ତଶାଳୀ ଅମ୍ବାନୀ ପରିବାରର ଦାୟାଦ ଆକାଶ ଅମ୍ବାନୀ ୯ ତାରିଖରେ ତାଙ୍କ ପିଲାଦିନର ସାଙ୍ଗ ଶ୍ଲୋକାଙ୍କୁ ବିବାହ କରିଥିଲେ । ମୁମ୍ବାଇର ଜିଓ ସେଣ୍ଟର୍ରେ ଅନୁଷ୍ଠିତ ଏହି ଚର୍ଚ୍ଚିତ ବାହାଘରର ଫଟୋ ଓ କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ … Read More