‘ମୁଁ ନବୀନ ପଟ୍ଟନାୟକ କହୁଛି’- ଆରମ୍ଭ ହେଲା ‘ମୋ ସରକାର’ ଅଭିଯାନ

ଭୁବନେଶ୍ଵର, (ଓଟି): ‘ମୁଁ ନବୀନ ପଟ୍ଟନାୟକ କହୁଛି।’ ଚମକିବା ଦରକାର ନାହିଁ, ଆପଣଙ୍କ ଫୋନ୍‌କୁ ବି ଏମିତି କଲ୍‌ କେତେବେଳେ ଆସିପାରେ। ପୁଣି ଏହାକୁ ସ୍ପାମ୍‌ ଭାବି କେବେ ଏଡ଼ାଇବାର ଆବଶ୍ୟକ ନାହିଁ। କାରଣ ଏହା କୌଣସି ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟ … Read More

ରେଳ କର୍ମଚାରୀ ବ୍ୟବହାର କରିବେନି ଥରେ ବ୍ୟବହାର ହେଲାଭଳି ପ୍ଲାଷ୍ଟିକ୍‌

ଭୁବନେଶ୍ଵର, (ଓଟି): ପୂର୍ବତଟ ରେଳପଥର କର୍ମଚାରୀମାନେ ଏକ ଅଭିନବ ଶପଥପାଠ କରିଛନ୍ତି। ସେମାନେ କିମ୍ବା ତାଙ୍କ ପରିବାରର ଲୋକେ ଏଣିକି ଥରେ ବ୍ୟବହାର ହେବାଭଳି ପ୍ଲାଷ୍ଟିକ୍‌ ବର୍ଜନ କରିବେ। ଖାଲି ସେତିକି ନୁହେଁ ପାଖ ଆଖର ଲୋକଙ୍କୁ ଏଥିଲାଗି ପ୍ରବର୍ତ୍ତାଇବେ। ମହାତ୍ମା … Read More

ପୁରୀରେ ନୂଆ ଦୃଶ୍ୟ: ସିଂହଦ୍ଵାର ସମ୍ମୁଖରେ ସଂକୀର୍ତ୍ତନ ପାଇଁ ଜାଗା ପାଇଲେ ଶ୍ରଦ୍ଧାଳୁ

ପୁରୀ, (ଓଟି): ପୁରୀ ସଂସ୍କାର ଯୋଜନା ରୂପାୟନ ପରେ ଏକ ନୂଆ ଦୃଶ୍ୟ ସାମତନାକୁ ଆସିଛି। କିଛିଦିନ ପୂର୍ବେ ବିପଦଶଙ୍କୁଳ ବୋଲି ଦର୍ଶାଇ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ସ୍ଥାନରେ ଭକ୍ତଙ୍କ ସମାଗମ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଯେଉଁ … Read More

ସମାଜ ସେବା ପାଇଁ ବିଜେଡି ଆରମ୍ଭ କରିବ ନୂଆ ଛାମୁଆ ସଂଗଠନ

ଭୁବନେଶ୍ଵର, (ଓଟି): ସେବା ଓ ସଂଗ୍ରାମର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ଆରମ୍ଭ କରିବାକୁ ଯାଉଛି ଏହାର ନୂତନ ଛାମୁଆ ସଂଗଠନ। ଏହି ସଂଗଠନ ସାମାଜିକ ସେବା ଯୋଗାଇବାରେ ମନୋନିବେଶ କରିବ। ସମାଜ ସେବାକୁ … Read More

ଡ୍ୟାନ୍ସବାର୍‌କୁ ଅଡ଼ୁଆ: ଅଗ୍ନି ନିରାପତ୍ତା ନଥିଲେ ଅନୁମତି ନାହିଁ

ଭୁବନେଶ୍ଵର, (ଓଟି):  କିଛିଦିନ ପୂର୍ବରୁ ରାଜଧାନୀରେ ଡ୍ୟାନ୍ସବାର୍‌ ଖୋଲିବା ଲାଗି ସରକାରଙ୍କ ଅବକାରୀ ବିଭାଗ ଦ୍ଵାର ଉନ୍ମୁକ୍ତ କରିଥିବାବେଳେ ପୁଣି ଏକ ଅଡ଼ୁଆ ସାମ୍ନାକୁ ଆସିଛି। ପୁଲିସ ବିଭାଗ ପକ୍ଷରୁ ଏହି ଅଡ଼ୁଆ ଆସିଛି ।  ପୁଲିସ ଡିଜି ବିଜୟ କୁମାର … Read More

କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଭୟ: ଲାଗୁ ହେବ ଏନ୍‌ଆର୍‌ସି

ଭୁବନେଶ୍ଵର, (ଓଟି): ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକଦା ଭୋଟ୍‌ ବ୍ୟାଙ୍କ୍‌ ସାଜିଥିବା ସନ୍ଦିଗ୍ଧ ବାଂଲାଦେଶୀ ସମ୍ପ୍ରଦାୟଙ୍କ ଲାଗି ଅଡ଼ୁଆ ବଢ଼ିଛି। ଆସାମ ଢାଞ୍ଚାରେ ଏଠାରେ ଜାତୀୟ ନାଗରିକ ସଂହିତା ( ଏନ୍‌ଆର୍‌ସି) ପ୍ରଚଳନ କରାଯିବା ପାଇଁ ଗୃହ ମନ୍ତ୍ରଣାଳୟ ଭାରତର ରେଜିଷ୍ଟାର୍‌ … Read More

ବଦଳୁଛି ଭିତରକନିକାରେ ଦେଶୀପକ୍ଷୀଙ୍କ ପ୍ରଜନନ କେନ୍ଦ୍ର: ଲକ୍ଷ୍ମୀପ୍ରସାଦଡିଆ ନୂଆ ଠିକଣା

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): ଦେଶୀୟ ପକ୍ଷୀଙ୍କ ପ୍ରଜନନ କେନ୍ଦ୍ର ଭାବେ ଶହ ଶହ ବର୍ଷ ଧରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିôବା ଭିତରକନିକାର ବଗଗହନରୁ ଏବେ ଦେଶୀ ପକ୍ଷୀମାନେ ମୁହଁ ଫେରାଇ ନେଇଛନ୍ତି । ଫଳରେ ଏବେ ବଗଗହନରେ ଶୁଭୁନି … Read More

ମହିଳା କଂଗ୍ରେସ ପୁନର୍ଗଠିତ: ୭ ସଦସ୍ୟଙ୍କ ନାଁ ଘୋଷଣା

ଭୁବନେଶ୍ୱର, (ଓଟି): ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟିକୁ ପୁର୍ନଗଠନ ଉଦ୍ଦେଶ୍ୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ପୂର୍ବତନ ସାଂସଦ ମିସ୍ ସୁଶିଳା ତିରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ … Read More

ଶାଲୁ ଜିନ୍ଦଲ ଓ ଜେଏସ୍‌ପିଏଲ୍‌ଙ୍କୁ ମହାତ୍ମା ପୁରସ୍କାର

ଭୁବନେଶ୍ଵର, (ଓଟି):  ଭାରତର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକମାଙ୍କର ବିକାଶ ନିମନ୍ତେ ନିଜର ଯୋଗଦାନ ଏବଂ ନେତୃତ୍ୱ  ନିମନ୍ତେ ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷା  ଶାଲୁ ଜିନ୍ଦଲଙ୍କୁ  ମିଳିଲା ମହାତ୍ମା ଆୱାର୍ଡ ଫର ଲିଡରସିପ ଇନ କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି  ସମ୍ମାନରେ ସମ୍ମାନୀତ କରାଯାଇଛି। lସହିପରି କର୍ପୋରେଟ ସାମାଜିକ … Read More

ଦୀପାବଳି ଅଫର: ୬୯୯ ଟଙ୍କାରେ ମିଳିବ ଜିଓଫୋନ

ରିଲାଏନ୍ସ ଜିଓ ପକ୍ଷରୁ ଏକ ନୂଆ ଅଫର ଘୋଷଣା କରାଯାଇଛି । ବଜାରରେ ଯେଉଁ ଜିଓ ଫୋନ୍‍ ଦାମ୍‍ ୧୫୦୦ ଟଙ୍କା ତାହା ଏବେ ୬୯୯ ଟଙ୍କାରେ ଉପଲବ୍ଧ ହେବ । ପୁଣି ଏଥିଲାଗି ଆପଣଙ୍କୁ ପୁରୁଣା ଫୋନ୍‍ ବଦଳାଇବା ଦରକାର … Read More