“ପ୍ରାଉଡ୍ ଫାଦର୍ସ ଫର ଡଟର୍ସ’-୨୦୧୯ରେ ଗେହ୍ଲୀ ସହ ଫଟୋ ଉଠାଇବେ ମା’

ଶିଶୁର ଲାଳନପାଳନରେ ଉଭୟ ପିତା ଓ ମାତାଙ୍କ ଭୂମିକାକୁ ସମ୍ମାନ ପ୍ରଦର୍ଶନ କରି “ପ୍ରାଉଡ୍ ଫାଦର୍ସ ଫର ଡଟର୍ସ’ର ୨୦୧୯ ଅଭିଯାନରେ ପ୍ରଥମ ଥର ପାଇଁ ଝିଅ ସହିତ ମା’ଙ୍କ ଫଟୋ ଉଠାଇବାର ସୁଯୋଗ ପ୍ରଦାନ କରାଯାଇଛି । ୨୦୧୪ ମସିହାରୁ … Read More

ରଥଯାତ୍ରା ପୂର୍ବରୁ ବଳଦେବଜୀଙ୍କ ମନ୍ଦିରର ନବକଳେବର: ମୁଖ୍ୟମନ୍ତ୍ରୀ ଦେଲେ ୮.୫ କୋଟି

ଭୁବନେଶ୍ଵର, (ଓଟି): କଥା ରଖିଲେ ମୁଖ୍ୟମନ୍ତ୍ରୀ। ଅର୍ଥାତ୍‌ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର ତଥା ତୁଳସୀକ୍ଷେତ୍ରର ବିକାଶ ପାଇଁ ସରକାର ପ୍ରତିଶୃତି ମୁତାବକ ଅର୍ଥ ମଞ୍ଜର କରିଛନ୍ତି।  ବିଗତ ସ୍ନାନପୂଣ୍ଣମୀରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଆସି ମନ୍ଦିରର ବିକାଶ ଓ ଆଲୋକୀକରଣ … Read More

ସରକାରଙ୍କ ବାତ୍ୟା ମୁକାବିଲା ଚିନ୍ତା: ସବୁ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦେଶ

ଭୁବନେଶ୍ଵର, (ଓଟି): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ସହ ଓଡ଼ିଶା ମୁହାଁ ହେବା ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି। ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା  କହିଛନ୍ତି, ‘ଏବେଠୁ … Read More

ଓଡ଼ିଶାରେ ବଢ଼ୁଛି ଦୁଷ୍କର୍ମ, ଯୌତୁକ ପାଇଁ ହତ୍ୟା

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧ ବଢ଼ିବାରେ ଲାଗିଛି। ବିଶେଷକରି ମହିଳାଙ୍କ ଉପରେ ବଳାତ୍କାର ଅପରାଧ ଦିନକୁ ଦିନ ବଢ଼ୁଛି। ୨୦୧୭ ଜାତୀୟ ଅପରାଧ ନଥି ଆଧାରାରେ ପ୍ରକାଶିତ ରିପୋଟ;ରୁ ଏହା ସ୍ପଷ୍ଟ ହେଉଛି।  ଏଥିରୁ ଜଣାପଡ଼ିଛି … Read More

୧୨ ଘଣ୍ଟାରେ ଡିପ୍ରେସନ୍‌, ୪୮ ଘଣ୍ଟାରେ ବାତ୍ୟା, ୯ରୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ

ଭୁବନେଶ୍ଵର, (ଓଟି): ଆଣ୍ଡାମାନ୍‌ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ କ୍ରମଶଃ ଉଗ୍ରରୂପ ନେବାରେ ଲାଗିଛି।  ଏହି ଝଡ଼ ଏବେ ଏକ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହି ଲଘୁଚାପର କେନ୍ଦ୍ରବିନ୍ଦୁ ବଙ୍ଗୋପସାଗରେ ଅଧିକ ଘନୀଭୂତ ହୋଇ … Read More

ୟୁପିଆଇରେ କାରବାର ୧୦୦ କୋଟି ଟପିଲା

ନୂଆଦିଲ୍ଲୀ: ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୧୯ ଅକ୍ଟୋବର ମାସରେ ୟୁନିଫାଏଡ ପେମେଂଟ ଇଟଂରଫେସ (ୟୁପିଆଇ) କାରବାର ପରିମାଣ ୧୦୦ କୋଟିର ମାଇଲଖୁଂଟ ଅତିକ୍ରମ କରିଛି । ୨୦୧୯ ଅକ୍ଟୋବରରେ ୧୧୫ କୋଟି … Read More

୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ ପାଇଁ ମନୋନୟନ ଆହ୍ବାନ

ଭୁବନେଶ୍ଵର: ଅଗ୍ରଣୀ ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ବିଗତ ବର୍ଷ ଭଳି ୨୦୧୯ରେ ମଧ୍ୟ ବହୁ ପ୍ରତୀକ୍ଷିତ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଏଥିପାଇଁ ବରିଷ୍ଠ ବର୍ଗରେ ବିଭିନ୍ନ ବିଭାଗ ପାଇଁ ମନୋନୟନ … Read More

ଅତ୍ୟଧିକ ଗରମ ହେତୁ ଓଡ଼ିଶାରେ ୪୨୦୦ ଜଣଙ୍କ ମୃତ୍ୟୁ ଆଶଙ୍କା!

ଭୁବନେଶ୍ଵର, (ଓଟି) : ଯଦି ବର୍ତମାନର ହାରରେ ଗ୍ରୀନ ହାଉସ୍‌ ଗ୍ୟାସ ନିର୍ଗମନ ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଜାରି ରହିବ ତେବେ ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧି ଘଟିବ। ଏହାର ପ୍ରଭାବରେ ୪ହଜାର ୨୦୦ … Read More

ହାତ ଟେକିଦେଲା ବିଜେଡି: ପ୍ରମୋଦଙ୍କ ସହ ସମ୍ପର୍କ ନାହିଁ

ଭୁବନେଶ୍ଵର, (ଓଟି): ଛାତ୍ର ଜୀବନରୁ ଜନତା ଦଳ ଓ ପରେ ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଥିବା ପ୍ରମୋଦ କୁମାର ସାହୁଙ୍କୁ ନିଜର ସଦସ୍ୟ ବୋଲି ଗ୍ରହଣ କରିବାକୁ ନାରାଜ ପ୍ରକାଶ କରିଛି ବିଜେଡି। ଏକ ପ୍ରେସ୍‌ ବାର୍ତ୍ତାରେ … Read More

ଦୁର୍ନୀତି ଅଭିଯୋଗ: ୬ ଅଧିକାରୀ ବହିଷ୍କୃତ, ୫ଜଣଙ୍କ ପେନ୍‌ସନ୍‌ ବନ୍ଦ

ଭୁବନେଶ୍ଵର,(ଓଟି):  ବିଭିନ୍ନ ସମୟରେ ରାଜ୍ୟ ଭିଜିଲାନ୍ସ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଜଣ ଅଧିକାରୀଙ୍କ ରାଜ୍ୟ ସରକାର ବହିଷ୍କାର କରିଛନ୍ତି। ଏହାବାଦ୍‌ ୫ଜଣଙ୍କ ପେନ୍‌ସନ୍‌ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଗଲା ଦୁଇମାସ ମଧ୍ୟରେ ୪୪ଜଣ ଅଧିକାରୀଙ୍କୁ ଚାକିରିରୁ … Read More