ରାଜସ୍ୱ ଆଦାୟରେ କାମ ଦେଉଛନ୍ତି କିନ୍ନର: ଦି’ ଦିନରେ ୮ ଲକ୍ଷରୁ ଅଧିକ ଆଦାୟ

ଭୁବନେଶ୍ୱର,(ଓଟି): ରାଜଧାନୀ ସହରରେ ବିଭିନ୍ନ ବ୍ୟବସାୟିକ ତଥା ବ୍ୟକ୍ତିଗତ ଆବାସରୁ ରାଜସ୍ୱ ଆଦାୟ କ୍ଷେତ୍ରରେ ସହାୟକ ହେଉଛନ୍ତି କିନ୍ନର ଗୋଷ୍ଠୀ । ବିଏମ୍‍ସି ପକ୍ଷରୁ ସେମାନେ କାର୍ଯ୍ୟ ଦାୟିତ୍ୱ ହାସଲ କରିବା ପରେ ଦୀର୍ଘଦିନ ଧରି ବକେୟା ପଡ଼ିଥିବା ବଡ଼ ବଡ଼ … Read More

ନାରାୟଣମୂର୍ତ୍ତିଙ୍କ ଜ୍ୟୋଇଁ ହେଲେ ବ୍ରିଟେନ୍‌ର ଅର୍ଥମନ୍ତ୍ରୀ

ଇନ୍‌ଫୋସିସ୍‌ ପ୍ରତିଷ୍ଠାତା ଶିଳ୍ପପତି ରାମମୂର୍ତ୍ତି ନାରାୟଣସ୍ଵାମୀଙ୍କ ଜ୍ୟୋଇଁ ଋଷି ସୁନକ୍‌ ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରଧାମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ତାଙ୍କ କ୍ୟାବିନେଟ୍‌କୁ ସଂମ୍ପ୍ରସାରଣ କରିବା ସମୟରେ ଏହା ଘୋଷଣା କରିଛନ୍ତି। ଜନ୍‌ସନ୍‌ ଦୁଇମାସ ତଳେ ନିଜ ସରକାର … Read More

ସୁପ୍ରିମ୍‌କୋର୍ଟ ଖପ୍ପା: ଏ ଦେଶରେ ଆଇନ ଅଛି ନା ନାହିଁ?

ଭୁବନେଶ୍ଵର, (ଓଟି): ଟେଲିକମ୍‌ କମ୍ପାନୀମାନେ ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ଅମାନ୍ୟ କରିବା ଏବଂ ବାରମ୍ବାର ଆଦେଶର ସମୀକ୍ଷା ଲାଗି ଆବେଦନ କରିବା ତଥା ସରକାରୀ ସ୍ତରରେ ଜଣେ ଅଧସ୍ତନ କର୍ମଚାରୀ ଏ ଦିଗରେ ପରୋକ୍ଷପ୍ରତିବନ୍ଧକ ସାଜିବା ଆଦି ଘଟଣା ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ … Read More

ରାଜ୍ୟ କର୍ମଚାରୀଙ୍କ ୫% ମହଙ୍ଗାଭତ୍ତା ବୃଦ୍ଧି, ସାଢ଼େତିନିଲକ୍ଷ କର୍ମଚାରୀ ହେବେ ଉପକୃତ

ଭୁବନେଶ୍ଵର, (ଓଟି): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ବୃଦ୍ଧି ପାଇଛି। ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବାର କିଛଇସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଘୋଷଣଶ ଅନୁସାରେ ଜାନୁୟାରୀ ୧ ତାରିଖରୁ ପିଛିଲା ଭାବେ କର୍ମଚାରୀଙ୍କ … Read More

ଦିଲ୍ଲୀ ନିର୍ବାଚନ: ୨୭ ଆସନରେ ଏକ ହଜାର ଭୋଟ୍‌ର ଫରକ

ଭୁବନେଶ୍ଵର, (ଓଟି) ଦିଲ୍ଲୀ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ବଦଳିବାରେ ଲାଗିଛି। ଯଦିଓ ପ୍ରାୟ ୫୦ ସିଟ୍‌ରେ ଆପ୍‌ ଆଗରେ ଚାଲୁଛି। କିନ୍ତୁ ବିଜେପି ଏହାକୁ କଡ଼ା ମୁକାବିଲା ଦେଇ ଚାଲିଛି। ୨୭ ଏପରି ଆସନ ରହିଛି ଯେଉଁଠାରେ ୧୦୦୦ରୁ କମ୍‌ ଭୋଟ୍‌ର … Read More

ଦିଲ୍ଲୀ ନିର୍ବାଚନ ଫଳାଫଳ: ଆପ୍‌ ଚାଲୁଛି ଆଗରେ

ଭୁବନେଶ୍ଵର, (ଓଟି): ଦିଲ୍ଲୀ ବିଧାନସଭା ପାଇଁ ଆଜି ଭୋଟ୍‌ ଗଣତି ଜାରି ରହିଛି। ଗଣତି ଆରମ୍ଭରୁ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ଆଗୁଆ ଚାଲୁଥିବା ଆରମ୍ଭ କରାଯାଇଛି। କିନ୍ତୁୁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ବିଜେପି ଧିରେ ଧିରେ ନିଜର … Read More

୨୩ରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଭୁବନେଶ୍ଵର, (ଓଟି): ଆସନ୍ତା ୨୩ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆର ଭାରତ ଗସ୍ତରେ ଆସିବେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ତାଙ୍କ ସହ ପତ୍ନୀ ମାଲେନା ଟ୍ରମ୍ପ ମଧ୍ୟ … Read More

ଅଟୋ ଏକ୍ସପୋ୨୦୨୦: ଜିଓର କନେକ୍ଟଡ଼୍‌ ଭେଇକିଲ୍‌

ଭୁବନେଶ୍ୱର: ଗ୍ରେଟର ନୋଏଡା ଠାରେ ଆୟୋଜିତ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ରିଲାଏନ୍ସ ଜିଓ ପକ୍ଷରୁ ଆଗାମୀ ପିଢ଼ିର କନେକ୍ଟେଟ ଯାନବାହନ ବ୍ୟବସ୍ଥା ପ୍ରଦର୍ଶିତ କରାଯାଇଛି । ଯାନବାହନ ଶିଳ୍ପର ସଂପ୍ରତି ପ୍ରଯୁକ୍ତି ଓ ସଂଯୋଗ (କନେକ୍ଟିଭିଟି)ର ନୂତନ ଯୁଗରେ ଦ୍ରୁତ … Read More

୧୨ ଘଣ୍ଟା ଠପ୍ ହୋଇଗଲା ପଶ୍ଚିମ ଓଡ଼ିଶା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ତେଜିବାରେ ଲାଗିଛି । ପଶ୍ଚିମ ଓଡ଼ିଶାର ଓକିଲ ସଂଘ ସମୂହର ଘୋଷଣା ଅନୁଯାୟୀ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏଥିପ୍ରତି ସମ୍ବଲପୁର, ବଲାଙ୍ଗିର, ବରଗଡ଼, … Read More

ରେଳ ବଜେଟ୍‌ରେ ଓଡ଼ିଶାକୁ ୪୩୭୩ କୋଟି

ଭୁବନେଶ୍ୱର: ସଂସଦରେ ଉପସ୍ଥାପିତ ହୋଇଯାଇଛି ପୂର୍ଣ୍ଣାଙ୍ଗ ରେଳ ବଜେଟ୍ । ଏଥିରେ ଓଡ଼ିଶା ପାଇଁ ୪୩୭୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଯାହାକି ପୂର୍ବାପେକ୍ଷା କମ୍ । ୨୦୧୯-୨୦ ଅପେକ୍ଷା ପ୍ରାୟ ୧୬୨୦କୋଟି କମ୍‍ ପାଣ୍ଠି ମିଳିଛି । ଅନ୍ୟପକ୍ଷରେ … Read More