ଶରୀରରେ ପୋଟାସିୟମ୍ ଅଭାବରୁ ହୋଇଥାଏ ଡାଇବେଟିସ୍, ଜାଣନ୍ତୁ ଆହୁରି କିଛି ତଥ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ସବୁପ୍ରକାର ପୋଷକ ତତ୍ୱଯୁକ୍ତ ଖାଦ୍ୟ ସମାନ ପରିମାଣରେ ଖାଇବା ଆବଶ୍ୟକ । ଯେ କୌଣସି ପୋଷକ ତତ୍ୱ ହେଉ ନା କାହଁକି, ଅଧିକ କିମ୍ବା କମ୍ ଖାଇବା ଦ୍ୱାରା ଶରୀରରେ ଅସନ୍ତୁଳନ ଦେଖାଯାଏ । ଫଳରେ … Read More

‘ଲୁକାଛୁପି’ର ବକ୍ସ ଅଫିସ୍ ବ୍ୟବସାୟ ଧମାକା

କାର୍ତ୍ତିକ ଓ କୃତିଙ୍କ ଅଭିନୀତ କମେଡ଼ି ଫିଲ୍ମ ‘ଲୁକାଛୁପି’ ମାର୍ଚ୍ଚ ୧ ତାରିଖରେ ପରଦା ଉପରକୁ ଆସିଥିଲା । ଏହି ଫିଲ୍ମ ‘ଟୋଟାଲ୍ ଧମାଲ୍’ ଓ ‘ସୋନ୍ଚିଡ଼ିୟା’ ଭଳି ଦୁଇଦୁଇଟି ଦମ୍ଦାର୍ ଫିଲ୍ମକୁ ଟକ୍କର ଦେଇ ବ୍ୟବସାୟ କ୍ଷେତ୍ରରେ ବହୁତ ଆଗେଇ … Read More

‘ରୋମିଓ ଆକବର ୱାଲଟର’ (ର)ଟ୍ରେଲର ରିଲିଜ୍

ହ୍ୟାଣ୍ଡସମ ହିରୋ ଜନ୍ ଆବ୍ରାହମ୍ ବହୁତ ଦିନ ପରେ ପୁଣିଥରେ ପରଦାକୁ ଫେରୁଛନ୍ତି । ବଲିଉଡର ଆଗାମୀ ଫିଲ୍ମ ‘ରୋମିଓ ଆକବର ୱାଲଟର’ରେ ଜନଙ୍କୁ ଜଣେ ସିକ୍ରେଟ୍ ଏଜେଣ୍ଟ୍ ଭୂମିକାରେ ଦେଖିବାକୁ ମିଳିବ । ରବି ଗ୍ରେୱାଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ … Read More

ପୁଣି କପି କଲେ ଉର୍ବଶୀ

ଲାଇମ୍ ଲାଇଟ୍ରେ ରହିବା ପାଇଁ ଅଭିନେତ୍ରୀ ଉର୍ବଶୀ ରୌତେଲା କିଛି ନା କିଛି କରିଥାନ୍ତି । ଏବେ ଉର୍ବଶୀ ଏକ ଡ୍ରେସ୍ ଷ୍ଟାଇଲ୍କୁ କପି କରି ଚର୍ଚ୍ଚାରେ ଅଛନ୍ତି । ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଉର୍ବଶୀ … Read More

ଅଜୟଙ୍କ ପଦାଙ୍କରେ ନବାଜ୍

ପୁଲୱାମାରେ ହୋଇଥିବା ଆତଙ୍କି ହମ୍ଲାର ଆକ୍ରୋଶ ଭାରତୀୟଙ୍କ ମନରୁ ଯାଇନାହିଁ । ବଲିଉଡ୍ ମଧ୍ୟ ଏହି କ୍ଷେତ୍ରରେ ପଛରେ ନାହିଁ । ତାରକାମାନେ ସେମାନଙ୍କର ଫିଲ୍ମ ପାକିସ୍ତାନ୍ରେ ମୁକ୍ତିଲାଭ କରାଇବାକୁ ସଫା ସଫା ମନା କରି ଦେଉଛନ୍ତି । ପ୍ରଥମେ ଅଜୟ … Read More

ଶିବରାତ୍ରୀ ଦିନ କରନ୍ତୁ ଏହି କାମ: ପୂର୍ଣ୍ଣ ହେବ ସମସ୍ତ ମନୋକାମନା ଏବଂ ଦୂର ହେବ ବାସ୍ତୁଦୋଷ

ଶିବରାତ୍ରୀରେ ଶିବଙ୍କ କୃପା ଲାଭ କରିବା ପାଇଁ ଭକ୍ତମାନେ ଅନେକ ପ୍ରକାର ପୂଜାର୍ଚ୍ଚନା ଓ ଉପବାସ ରଖିଥାନ୍ତି । ଶିବରାତ୍ରୀରେ ଆପଣ କେବଳ ଗୋଟିଏ କାମ କରନ୍ତୁ । ଏହାଦ୍ୱାରା ଆପଣଙ୍କ ସବୁ ମନୋକାମନା ଦୂର ହେବା ସହ ଘରେ ଥିବା … Read More

ଶିବରାତ୍ରୀ ଦିନ କାହାକୁ ଦିଅନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ଆର୍ଥିକ ସଙ୍କଟ

ଦେବ ଦେବ ମହାଦେବଙ୍କ ବାର ସୋମବାରରେ ପଡ଼ିଛି ଶିବରାତ୍ରୀ । ଏହି ଦିନ ଶିବକୃପା ଲାଭ କରିବା ପାଇଁ ଅଗଣିତ ଭକ୍ତ ବିଭିନ୍ନ ପ୍ରକାର ପୂଜାବିଧି ଆପଣାଇଥାନ୍ତି । ଏହି ଶିବରାତ୍ରୀ ଦିନ ଏଭଳି କିଛି କାମ ରହିଛି ଯାହା କରିବା … Read More

ମହା ଶିବରାତ୍ରୀ ୨୦୧୯, ଏହି ୭ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଯୋଗ

ଅନେକ ବର୍ଷ ପରେ ଚଳିତ ଶିବରାତ୍ରୀରେ ଗ୍ରହଚଳନ ଯୋଗୁଁ ଏକ ମହାସଂଯୋଗ ସୃଷ୍ଟି ହେଉଛି । ଏହି ଗ୍ରହଚଳନ ୭ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ବୋଲି ଜ୍ୟୋତିର୍ବିଦ୍ମାନେ କହିଛନ୍ତି । ଏହା ସହିତ ଚଳିତବର୍ଷ ମାର୍ଚ୍ଚ ୪ ତାରିଖ, ଅର୍ଥାତ୍ … Read More

ଗୌରୀ ଖାନ୍ ଡିଜାଇନ୍ କଲେ ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍

ଆଜିକାଲି ଆଲିଆଙ୍କ ନୂଆ ଭ୍ୟାନିଟି ଭ୍ୟାନ୍ ସିନେ ଚର୍ଚ୍ଚାରେ ରହିଛି । ଏହାକୁ କିଙ୍ଗ ଖାନ୍ଙ୍କ ପତ୍ନୀ ଗୌରୀ ଖାନ୍ ଡିଜାଇନ୍ କରିଛନ୍ତି । ଜଣେ ଦକ୍ଷ ଇଣ୍ଟରିୟର୍ ଡିଜାଇନର୍ ଭାବେ ବେଶ୍ ଜଣାଶୁଣା ଗୌରୀ ଖାନ୍ ଏହାପୂର୍ବରୁ ଅନେକ ତାରକାଙ୍କ … Read More

ଜାଣନ୍ତୁ ୬ଦିନର ବକ୍ସ ଅଫିସ୍ ହାଲ୍ଚାଲ୍, ‘ଗଲିବୟ’କୁ ପଛରେ ଛାଡ଼ି ରେକର୍ଡ଼ କଲା ‘ଟୋଟାଲ୍ ଧମାଲ୍’

ଇନ୍ଦ୍ର କୁମାର୍ଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ଠିକ୍ ଏହାର ନାମ ଭଳି ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ରେକର୍ଡ଼ କରିଛି । ଏହି ଫିଲ୍ମ ଓପନିଙ୍ଗ୍ ୱିକ ଏଣ୍ଡରେ ୬୨ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହାକି ଚଳିତବର୍ଷର ସର୍ଟ ଡେ’ … Read More