ଚର୍ଚ୍ଚାରେ ପିସିଙ୍କ ଆଉଟଫିଟ୍, ଦାମ୍ ୪ ଲକ୍ଷ ଟଙ୍କା
ପ୍ରଶଂସକ ମହଲରେ ଗ୍ଲୋବାଲ୍ ତାରକା ବୋଲାଉଥିବା ପ୍ରିୟଙ୍କା ଚୋପ୍ରା ଏବେ ଏକ ଡ୍ରେସ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପର୍ସନାଲ୍ ହେଉ କିମ୍ବା ପ୍ରୋଫେସନ୍ ଲାଇଫ, କୌଣସି ନା କୌଣସି କାରଣ ପାଇଁ ସବୁବେଳେ ଲାଇମଲାଇଟରେ ରହୁଥିବା ପିସିଙ୍କ ଏକ ଫଟୋ … Read More











