ବ୍ରଣ ଦୂର କରିବ ଜିରା ଚାହା, ଜାଣନ୍ତୁ ଆହୁରି କିଛି ଲାଭକାରୀ ଗୁଣ

ଆଜିର ଅବ୍ୟବସ୍ଥିତ ଜୀବନଶୈଳୀ ଓ ପରିବେଶ ପ୍ରଦୂଷଣ ପାଇଁ ବ୍ରଣ ସମସ୍ୟା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମିଳୁଥିବା ବିଭିନ୍ନ ପ୍ରକାର କ୍ରୀମ୍ ଓ ମେଡିସିନ୍ ବ୍ରଣ ସମସ୍ୟାକୁ ଦୂର କଲେ … Read More

ଖରାଦିନେ ଜ୍ୱର କଷ୍ଟରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସବୁ ହେଲଥ ଡ୍ରିଙ୍କ୍

ଖରାଦିନେ ପେଟ ଗରମ ଯୋଗୁଁ ଅଧିକ ଥଣ୍ଡା ଓ ଜ୍ୱର ହୋଇଥାଏ । ଜ୍ୱର କମିବା ପାଇଁ ମେଡିସିନ୍ ଖାଇବା ଦ୍ୱାରା ପେଟ ଆହୁରି ଗରମ ହୁଏ ଏବଂ ଏ ସମ୍ପର୍କିତ ଆହୁରି କିଛି ଛୋଟମୋଟ ରୋଗ ହୋଇଥାଏ । ତେବେ … Read More

କୁନି ଝିଅର ଯୋଗାସନ ଫଟୋ ସେୟାର୍ କଲେ ଫରାହ୍

ବି ଟାଉନର ସୁପ୍ରସିଦ୍ଧ କୋରିଓଗ୍ରାଫର୍ ଫରାହ୍ ଖାନ୍ ତାଙ୍କର ୧୧ ବର୍ଷର ଝିଅ ଦିଭା କୁନ୍ଦରଙ୍କ ଏକ ଯୋଗାସନ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । କ୍ୟାପସନରେ ଲେଖାଯାଇଛି – ଆଜ୍ କା ଯୋଗାସନ୍ ପୋଜ୍’ । ଦିଭା ଏକ କଠିନ … Read More

ବାୟୋପିକ୍ ପିଏମ୍ ନରେନ୍ଦ୍ର ମୋଦିର ବକ୍ସ ଅଫିସ୍ ହାଲଚାଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ରିଲିଜ୍ ହେବାର ୪ଦିନ ମଧ୍ୟରେ ବକ୍ସ ଅଫିସରେ ଆଖିଦୃଶୀୟା ବ୍ୟବସାୟ କରିଆସୁଛି । ଓପନିଙ୍ଗ୍ ଡେ’ ଏହା ମାତ୍ର ୨.୮୮ କୋଟି ଟଙ୍କାର ବ୍ୟବସାୟ କରିଥିଲା । କିନ୍ତୁ ଧୀରେ ଧୀରେ ଏହାର ବ୍ୟବସାୟରେ ଉନ୍ନତି … Read More

ଅଜୟଙ୍କ ପିତା ଭିରୁ ଦେବଗନ୍ ଆଉ ନାହାନ୍ତି

ଅଜୟ ଦେବଗନଙ୍କ ବାପା ଭିରୁ ଦେବଗନ୍ ଆଉ ନାହାନ୍ତି । ବଲିଉଡରେ ଷ୍ଟଣ୍ଟମ୍ୟାନ୍ ବୋଲାଉଥିବା ଭିରୁ ଦେବଗନ୍ ପ୍ରାୟ ୮୦ରୁ ଊଦ୍ଧ୍ୱର୍ ଫିଲ୍ମରେ ଆକ୍ସନ୍ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ବଲିଉଡ୍ ସ୍ତବ୍ଧ ହୋଇପଡ଼ିଛି … Read More

ଏଥେନାଙ୍କ ବାର୍ଥ ଡେ’ ପାର୍ଟି ଆରେଞ୍ଜ୍ କଲେ ସୁହାନା ଖାନ୍

ନିକଟରେ ବଲିଉଡ୍ ବାଦଶାହ ଶାହରୁଖଙ୍କ ଅଲିଅଳୀ ଝିଅ ସୁହାନା ଖାନ୍ ତାଙ୍କର ଜଣେ ଖାସ୍ ଦୋସ୍ତ୍ ଏଥେନାଙ୍କ ବାର୍ଥ ଡେ’ ପାର୍ଟିର ଆରେଞ୍ଜମେଣ୍ଟ୍ କରି ଚର୍ଚ୍ଚାରେ ଅଛନ୍ତି । ଏହି ବାର୍ଥ ଡେ’ ପାର୍ଟିର କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ … Read More

ବାସ୍ତୁ ଟିପ୍ସ: ସ୍ନାନ ପରେ କରନ୍ତୁ ଏହି କାମ, ଦୂର ହେବ ନକାରାତ୍ମକ ଶକ୍ତି

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବାକୁ ଚାହୁଁଥିଲେ ପ୍ରତିଦିନ କେବଳ ଗୋଟିଏ କାମ କରିଦିଅନ୍ତୁ । ପ୍ରତିଦିନ ସ୍ନାନ ପରେ ସଙ୍ଗେ ସଙ୍ଗେ ପ୍ରଥମେ ଘରର ମୁଖ୍ୟ ଦ୍ୱାରରେ ଥିବା ପାଣି କଳସୀର … Read More

ଏକ ଅନେକର ବ୍ୟାଖ୍ୟାକାର ବିଜୟା ମୁଲେ ଆଉ ନାହାନ୍ତି

୮୦ ଓ ୯୦ ଦଶକକୁ ଟେଲିଭିଜନର ଗୋଲଡେନ୍ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁ ଦର୍ଶକମାନେ ଏହି ସମୟକୁ ନିଜର କରିପାରିଛନ୍ତି, ତାଙ୍କର ନିଶ୍ଚିତ ମନେ ଥିବ ‘ଏକ୍ ଚିଡ଼ିୟାଁ ଅନେକ ଚିଡ଼ିୟାଁ…’ର କାର୍ଟୁନ୍ ସର୍ଟ ଫିଲ୍ମ । … Read More

ଲୋକସଭା ନିର୍ବାଚନକୁ ନେଇ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ

ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ୍ ପକ୍ଷରୁ ଲୋକସଭା ନିର୍ବାଚନ ୨୦୧୯କୁ ନେଇ ଏକ ଡକ୍ୟୁମେଣ୍ଟାରୀ ନିର୍ମିତ ହେବ ବୋଲି ଘୋଷଣା କରାଯାଇଛି । ଏଥିରେ ସମସ୍ତ ଦଳର ର‌୍ୟାଲି ଓ ନିର୍ବାଚନ ପ୍ରଚାରର ଝଲକ ରହିବ । ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି ଯେ … Read More

ଅତିଥି ଭୂମିକାରେ ଭାଇଜାନ୍

ବି ଟାଉନ୍ ବ୍ୟାଚେଲର୍ ସଲ୍ଲୁ ଭାଇଜାନ୍ ଆଗାମୀ ଦିନରେ ଅତିଥି ଭୂମିକାରେ ନଜର ଆସିବେ ବୋଲି ଖବର ଆସିଛି । ତେବେ ସେହି ଫିଲ୍ମଟି ହେଉଛି ‘ଶାହୋ’ । ବାହୁବଳୀ ପ୍ରଭାଷ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବେ । … Read More