ଜାପାନରେ ରିଲିଜ୍ ହେବ ଅକିଙ୍କ ଏହି ଫିଲ୍ମ, ଓଭର୍ସିଜ୍ ବ୍ୟବସାୟ ୨୦୪ କୋଟି
ୱାଲର୍ଡ଼ୱାଇଡ୍ ବ୍ୟବସାୟ କ୍ଷେତ୍ରରେ ୨୦୪ କୋଟି ଟଙ୍କାର ବ୍ୟବସାୟ କରିଥିବା ଖିଲାଡ଼ି କୁମାର ଅକିଙ୍କ ଅଭିନୀତ ଏକ ଫିଲ୍ମ ଖୁବ୍ ଶିଘ୍ର ଜାପାନରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର କାହାଣୀ ଭାରତର ଐତିହାସିକ ପୃଷ୍ଟଭୂମି ଉପରେ ଆଧାରିତ । ଏବେ … Read More











