ପ୍ରେଗନେନ୍ସି ସମୟରେ ମୁଣ୍ଡବିନ୍ଧାର କାରଣ ଓ ଘରୋଇ ଉପଚାର
ସାଧାରଣତଃ ପ୍ରେଗନେନ୍ସିର ୩ ମାସ ପରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ । କିଛି ମହିଳାଙ୍କ କ୍ଷେତ୍ରରେ ଏହା କିଛିଦିନ ପରେ ଆପେ ଠିକ୍ ହୋଇଯାଇଥିବାବେଳେ ଅନେକଙ୍କ କ୍ଷେତ୍ରରେ ଏହା ଅସହନୀୟ ହୋଇପଡ଼େ । ପ୍ରେଗନେନ୍ସି ସମୟରେ ଅଧିକ ପେନକିଲର୍ ଖାଇବା ପାଇଁ … Read More











