ଗୋଡ଼ମୁଦି ସମ୍ପର୍କିତ ଏହିସବୁ ଭୁଲ୍ କରନ୍ତୁ ନାହିଁ, ନଚେତ୍ ସ୍ୱାମୀଙ୍କ ଉପରେ ଆସିପାରେ ବିପଦ
ବିବାହିତାମାନେ ସିନ୍ଦୁର, ମଙ୍ଗଳସୂତ୍ର ଓ ଗୋଡ଼ମୁଦିକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ଏହି ୩ଟି ଜିନିଷ ଧାରଣ କରିବା ଦ୍ୱାରା ସ୍ୱାମୀଙ୍କର ମଙ୍ଗଳ ହେବା ସହ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି ବୋଲି ଶାସ୍ତ୍ରପୁରାଣରେ ଉଲ୍ଲେଖ ରହିଛି । ତେଣୁ ଏହାକୁ ପିନ୍ଧିବା … Read More











