ଚନିଆଚୋଲି ଓ କେଡ଼ିଓ ସହିତ ଧୋତିପ୍ୟାଣ୍ଟ୍ ଦେବ ଧମାକେଦାର୍ ଲୁକ୍, ଦାଣ୍ଡିଆ ନାଇଟ୍ ପାଇଁ ଜାଣନ୍ତୁ ଆଉ କିଛି ଟ୍ରେଣ୍ଡି ଆଉଟଫିଟ୍
ଦାଣ୍ଡିଆ ନାଇଟର ରଙ୍ଗବିରଙ୍ଗୀ ପରିବେଶକୁ ଆହୁରି ରଙ୍ଗୀନ୍ କରିଥାଏ ପାରମ୍ପରିକ ଆଉଟଫିଟ୍ । କିନ୍ତୁ ଏବେ ଏହା ସହିତ ଯୋଡ଼ି ହୋଇଯାଇଛି ମଡ଼ର୍ଣ୍ଣ ଆଉଟଫିଟର ଜମାନା । ତେଣୁ ଏଥେନିକ୍ ସହିତ ୱେଷ୍ଟର୍ଣ୍ଣ ୱେରର ଯୁଗଳବନ୍ଦୀ ଦେଖିବାକୁ ମିଳିଛି ଆଜିର ଫ୍ୟାଶନ୍ … Read More











