ଆମେରିକାନ୍ ମ୍ୟୁଜିକ୍ ଆୱାର୍ଡ଼ର ହୋଷ୍ଟ ଭାବେ ପ୍ରଥମ ଭାରତୀୟ ମହିଳା ରାଜା କୁମାରୀ
ପ୍ରଥମ ଭାରତୀୟ ସିଙ୍ଗର୍ ଭାବେ ରାଜା କୁମାରୀ ଆମେରିକାନ୍ ମ୍ୟୁଜିକ୍ ଆୱାର୍ଡ଼ ୨୦୧୯ର ରେଡ୍ କାର୍ପେଟର ଲାଇଭ୍ ହୋଷ୍ଟ କରିବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖରୁ ଏହି ଉତ୍ସବ ଲସ୍ ଆଞ୍ଜେଲସର ମାଇକ୍ରୋସଫ୍ଟ ଥିଏଟରରେ ଅନୁଷ୍ଠିତ ହେବ । ରାଜା … Read More











