ହେଲଥ୍ ଟିପ୍ସ: ଜାଣନ୍ତୁ ରାତିରେ କଦଳୀ ଖାଇବା ଉଚିତ୍ କି ନୁହେଁ
ଫଳ ଭିତରେ କଦଳୀକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ବିଭିନ୍ନ ପ୍ରକାର ପୋଷକ ତତ୍ୱ ସହିତ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ ଅନେକ ପ୍ରକାର ଭିଟାମିନରେ ଭରପୁର ଏହି କଦଳୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ । … Read More











