ଯୁକ୍ତଦୁଇ: ଏବର୍ଷ ଲାଗୁହବନି ୩୩% କଣ୍ଟ!
ଭୁବନେଶ୍ଵର(ଓଟି): କଣ୍ଟ ଲଗାଇଥିଲେ। ହେଲେ ସେଥିରୁ ଓହରିଲେ। ଯୁକ୍ତଦୁଇ ଦ୍ଵିତୀୟବର୍ଷକୁ ଯିବାକୁ ହେଲେ ପ୍ରଥମବର୍ଷ ଅତିକମ୍ରେ ୩୩% ମାର୍କ ରଖିବାକୁ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଏହାକୁ ନେଇ ଦେଖାଦେଲା ଛାତ୍ର ଅଶାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ … Read More











