ଏଣିକି ୨୪ ସପ୍ତାହ ଯାଏ ସୁରକ୍ଷିତ ଗର୍ଭପାତ
ନୂଆଦିଲ୍ଲୀ(ଓଟି): ଏଣିକି ୨୦ ନୁହେଁ, ସୁରକ୍ଷିତ ଗର୍ଭପାତ ପାଇଁ ୨୪ ସପ୍ତାହକୁ ଅବଧି ବଢ଼ିଛି। କେନ୍ଦ୍ର ସରକାର ଏନେଇ ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଫଳରେ ସାରା ଦେଶର ମହିଳାମାନଙ୍କୁ ଆଉଏକ ଆଶ୍ୱସ୍ତି ମିଳିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ କେତେକ ନିର୍ଦ୍ଦିଷ୍ଟ … Read More











