୧୬ ଟେଲି କମ୍ପାନୀ ଦେଇଛନ୍ତି ୧୫,୮୯୭ କୋଟି
ନୂଆଦିଲ୍ଲୀ(ଓଟି): ବିଭିନ୍ନ ଟେଲିକମ୍ କମ୍ପାନୀଙ୍କ ଉପରେ ଲକ୍ଷାଧିକ କୋଟି ଟଙ୍କାର ବକେୟା ପଡ଼ି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୬ଟି କମ୍ପାନୀଙ୍କ ପକ୍ଷରୁ ମାତ୍ର୧୫,୮୯୬.୫୧ କୋଟି ଟଙ୍କା ଟେଲିକମ୍ ବିଭାଗ ନିକଟରେ ଦାଖଲ କରାଯାଇଛି। ସମ୍ପ୍ରତି ଏହି କମ୍ପାନୀଗୁଡିକ ଉପରେ ଆହୁରି ୧,୩୦,୪୪୦.୪୭ … Read More











