ପ୍ରଧାନମନ୍ତ୍ରୀଙ୍କୁ ପତ୍ରରେ ପରାମର୍ଶ
ଭୁବନେଶ୍ଵର (ଓଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଗୁରୁତ୍ଵପୂର୍ଣ୍ଣ ଦିଗକୁ ବିଚାର କରିବା ଲାଗି ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ ୨୦୨୧ ଜନଗଣନା ଓ ଏନ୍ପିଆର୍ ଅପଡେଟ୍ ପ୍ରକ୍ରିୟା ସ୍ଥଗିତ … Read More











