ଲୋକସେବା ଭବନରେ ହେବ ବଜେଟ୍ ଅଧିବେଶନ
ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ ସବୁ କାର୍ଯ୍ୟକ୍ରମ ଏପଟସେପଟ ହେବାକୁ ବାଧ୍ୟ ହେଉଛି। ସୁରକ୍ଷା ଓ ସତର୍କ ଦୃଷ୍ଟିରୁ ସରକାର ଜନସାଧାରଣଙ୍କୁ ସଚେତନତା କରିବା ସହ ନିଜେ ଆବଶ୍ୟକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହିକ୍ରମରେ ବିଧାନସଭା ବଜେଟ୍ ଅଧିବେଶନ … Read More











