ସେନାକୁ ସଂକ୍ରମିତ ହେଲା #କୋଭିଡ୍-୧୯
ନୂଆଦିଲ୍ଲୀ (ଓଟି): କାୟା ବିତାଇ ଚାଲିଛି କରୋନା। ସମ୍ପ୍ରତି ଏହି ମହାମାରୀ ଭୂତାଣୁ ଭାରତୀୟ ସେନାବାହିନୀକୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଫଳରେ ଆତଙ୍କ ବଢ଼ି ଯାଇଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଲକାତା ଆର୍ମି କମାଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ … Read More











