ଆଉ ୨ ପଜିଟିଭ୍, ସଂଖ୍ୟା ୨୩କୁ ବୃଦ୍ଧି
ଭୁବନେଶ୍ୱର(ଓଟି): ଭୁବନେଶ୍ଵରରେ ପୁଣି ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ ଅଞ୍ଚଳର ଏବଂ ଅନ୍ୟଜଣେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । … Read More
ଭୁବନେଶ୍ୱର(ଓଟି): ଭୁବନେଶ୍ଵରରେ ପୁଣି ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ ଅଞ୍ଚଳର ଏବଂ ଅନ୍ୟଜଣେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । … Read More
ନୂଆଦିଲ୍ଲୀ (ଓଟି): କୋଭିଡ୍-୧୯ ସହ ଲଢ଼େଇ କ୍ଷେତ୍ରରେ ପୁଣି ଭାରତୀୟ ବୈଜ୍ଞାନିକଙ୍କୁ ମିଳିଛି ଏକ ସଫଳତା। କରୋନା ଭାଇରସ୍ ସଂକ୍ରମଣ ତୁରନ୍ତ ପରୀକ୍ଷଣ ପାଇଁ ଗବେଷକମାନେ ନୂତନ କିଟ୍ ପ୍ରସ୍ତୁତ କରିଛନ୍ତି। କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ସହ … Read More
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ ଆତଙ୍କରେ ଦେଶ ରହିଛି #ଲକ୍ଡାଉନ୍ ଭିତରେ। ବଢ଼ିଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ଏନେଇ ସରକାର ଦୃଢ଼ ପଦକ୍ଷେପ ନେଉଥିଲେ ମଧ୍ୟ #କୋଭିଡ୍-୧୯ ବା କରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନି ଦେଶ। ଏଭଳି … Read More
ମୁମ୍ବାଇ(ଓଟି): ଅତୀତର ଛବି- ତାକୁ ନେଇ ଆଜି ଗୋଟିଏ ପ୍ରକାର ହଟାହଟା। ଅତୀତ କହିଲେ ପୂରା ୧୨ ବର୍ଷ ତଳର ଫଟୋଟେ। ତାହା ସୋସିଆଲ୍ ମିଡିଆକୁ ଆଜିକାଲି ଆସିଗଲା। ତେଣୁ ତାକୁ ନେଇ ଚର୍ଚ୍ଚା। ହଁ, ନେହାଙ୍କୁ ନେଇ ଆଲୋଚନା ସରଗରମ। … Read More
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ସାରା ବିଶ୍ଵର ଦେଶ ସମୂହ ଲଢ଼େଇ ଜାରି ରଖିଛନ୍ତି। ତେବେ ଏହି ଲଢ଼େଇରେ ଭାରତର ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ତୁଳନାତ୍ମକ ଭାବେ ଅନ୍ୟ ଦେଶ ଅପେକ୍ଷା ଉତ୍ତମ। ଏଥିପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) … Read More
ଭୁବନେଶ୍ଵର(ଓଟି): ବିଏମ୍ସି ପରେ ସମୂର୍ଣ୍ଣ ସଜାଗ ହୋଇପଡ଼ିଛି ସିଏମ୍ସି। କଟକର କିଛି ଅଞ୍ଚଳକୁ ସିଲ୍ କରାଯାଇଛି। ତ୍ଵରିତ୍ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜନହିତ ପାଇଁ ସୁରକ୍ଷା ଦୃଷ୍ଟିରୁ କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି କଟକ ମହାନଗର ନିଗମ। … Read More
ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍ ସାରା ବିଶ୍ଵ ପାଇଁ ମହାବିପଦ ସୃଷ୍ଟି କରିଛି। ଦିନକରେ ୬ ହଜାର ମୃତ୍ୟୁ ହୋଇଯାଇଥିବା ବେଳେ ବିଭିନ୍ନ ଦେଶ ତତ୍କାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଭୂତାଣୁ ସୃଷ୍ଟିର କେନ୍ଦ୍ରସ୍ଥଳ ଚୀନ୍ରୁ ହିଁ … Read More
ବ୍ରହ୍ମପୁର(ଓଟି): କେବଳ ଜରୁରୀ କାର୍ଯ୍ୟ ପାଇଁ ୫ ଘଣ୍ଟା କୋହଳ। ବାକି ୧୯ ଘଣ୍ଟା ସଟ୍ଡାଉନ୍ ମଧ୍ୟରେ ରହିବ ଗଞ୍ଜାମ ଜିଲ୍ଲା। ସାମାଜିକ ଦୂରତ୍ଵକୁ ସାଧାରଣରେ ମାନୁନଥିବା ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। … Read More
ଭୁବନେଶ୍ୱର (ଓଟି): ଦିଲ୍ଲୀ-ନିଜାମୁଦ୍ଦିନ୍ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। … Read More
ଭୁବନେଶ୍ୱର (ଓଟି): ଦେଶରେ ଜାରି ରହିଛି ୨୧ ଦିନିଆ #ଲକ୍ଡାଉନ୍। ସେଭିତରେ କରୋନାର ପ୍ରକୋପ ଦୃଷ୍ଟିରୁ ବର୍ତ୍ତିବା ପାଇଁ ରାଜଧନୀ ସମେତ କଟକ, ଭଦ୍ରକ, ଯାଜପୁର ଓ ପିପିଲିର କିଛି ଅଞ୍ଚଳ ଇତିମଧ୍ୟରେ ସମୂର୍ଣ୍ଣ #ସଟ୍ଡାଉନ୍ ଭିତରେ ରହିଛି। ଖାଲି ସେତିକି … Read More