#କୋଭିଡ୍-୧୯: ଓଡ଼ିଆ ଡାକ୍ତରଙ୍କ ଲଣ୍ଡନରେ ମୃତ୍ୟୁ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନାରେ ଆଉଜଣେ ପ୍ରବାସୀ ଓଡ଼ିଆଙ୍କ ପ୍ରାଣ ଚାଲିଯାଇଛି। ଲଣ୍ଡନରେ ରହିଥିବା ୭୦ବର୍ଷ ବୟସ୍କ ଓଡ଼ିଆ ଡାକ୍ତର ରାଧାରମଣ ଶର୍ମା ପ୍ରାଣ ହରାଇଛନ୍ତି। ଲଣ୍ଡନ ଓଡ଼ିଆ ସୋସାଇଟିର ସଦସ୍ୟ ଥିଲେ ଡାକ୍ତର ଶର୍ମା। ଫଳରେ ବିଭିନ୍ନ ମହଲରେ ଗଭୀର ଶୋକ … Read More











