#କୋଭିଡ୍-୧୯: ଆଣ୍ଡାମାନ-ନିକୋବରର ୧୦ ଜଣ ସୁସ୍ଥ
ନୂଆଦିଲ୍ଲୀ(ଓଟି): ନୂଆଦିଲ୍ଲୀର ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। ସେମାନେ ମାର୍ଚ୍ଚ ୨୪ରେ କୋଲକାତା ଦେଇ ଦିଲ୍ଲୀରୁ ବିମାନ ଯୋଗେ … Read More











