ଏଚଡିଏଫସି ନିବେଶ : ଚୀନ୍‌ର ଗୁଣ୍ଡାଗର୍ଦ୍ଦି ବିରୋଧରେ ଓହ୍ଲାଇଲା ସେବୀ

‘ଯଦି ଚୀନ୍‌ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଭେଟୁ, ଅଧିକ ଉଡ଼ାଣ କାମ କରିବ ନାହିଁ’ ଭୁବନେଶ୍ୱର,(ଓଟି): ଚୀନ୍ ବର୍ତ୍ତମାନ ବିଶ୍ୱର କମ୍ପାନୀଗୁଡ଼ିକରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଁ କରୋନା ଜୀବାଣୁର ଲାଭ ଉଠାଉଛି । ସମ୍ପ୍ରତି ଚୀନ୍ କେବଳ … Read More

ଆଣବିକ ପରୀକ୍ଷଣ ଅଭିଯୋଗରେ ଚୀନ୍ ଉପରେ କଡ଼ା ପ୍ରତିବନ୍ଧକ ଲଗାଇବ ଆମେରିକା

ଭୁବନେଶ୍ୱର,(ଓଟି): ଆରମ୍ଭରୁ ଚୀନ୍ ଏବଂ ଆମେରିକା ପରସ୍ପରକୁ ବିରୋଧ କରିଆସୁଛନ୍ତି । କରୋନା ପୂର୍ବରୁ ବାଣିଜ୍ୟ ଯୁଦ୍ଧ ହେତୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା, ବର୍ତ୍ତମାନ କରୋନାଙ୍କ ଆଗମନ ଏହାକୁ ଆହୁରି ବଢ଼ାଇ ଦେଇଛି । ଆମେରିକାରେ କରୋନା ହଇଚଇ … Read More

ଭାରତୀୟ ବୈଜ୍ଞାନିକଙ୍କ କମାଲ୍: କରୋନାକୁ ନାଶ କରିବ ନୂଆ ମାସ୍କ

ଅହମ୍ମଦାବାଦ(ଓଟି): ମହାମାରୀ କରୋନା ମୁକାବିଲା ପାଇଁ ବିଶ୍ଵର ବିଭିନ୍ନ ଦେଶ ଗବେଷଣା ଜାରି ରଖିଛନ୍ତି। ଏହିକ୍ରମରେ ଭାରତୀୟ ବୈଜ୍ଞାନିକମାନେ ଅନେକ ଆଶାର ଆଲୋକ ଦେଖାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସେଣ୍ଟ୍ରାଲ୍‌ ସଲ୍ଟ ଆଣ୍ଡ ମେରାଇନ୍‌ କେମିକାଲ୍‌ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏମ୍ଏମ୍‌ସିଆର୍‌ଆଇ)ର … Read More

ରାଜ୍ୟରେ ସୁସ୍ଥ ସଂଖ୍ୟା ୨୧, କେବଳ ଭୁବନେଶ୍ଵରରୁ ୧୪

ଭୁବନେଶ୍ୱର(ଓଟି): ରାଜ୍ୟ ପାଇଁ ଶୁଭ ସୂଚନା ମିଳିଛି। ଆଜି ଆଉ ଦୁଇ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଉଭୟ ଭୁବନେଶ୍ୱର ଅଞ୍ଚଳର ଏବଂ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏହି ଦୁଇ ଜଣଙ୍କୁ ମିଶାଇ ମୋଟ ୨୧ ଜଣ ସୁସ୍ଥ ହୋଇଥିବା … Read More

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଦେହାନ୍ତ

ଭୁବନେଶ୍ଵର(ଓଟି): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିବା ସହରାଇ ଓରାମଙ୍କ ୯୦ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ ଓ କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହି ସ୍ଥିତ ଘରେ ଶେଷ ନିଃଶ୍ଵାସ ତ୍ୟାଗ … Read More

#ଲକ୍‌ଡାଉନ୍‌: କେତେକ କ୍ଷେତ୍ରରେ କୋହଳ ହେବ କଟକଣା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଦେଶରେ ଲଘୁ ବନ ଉତ୍ପାଦ ସଂଗ୍ରହ ଉପରେ କଟକଣାକୁ କୋହଳ କରାଯାଇଛି। ସେହିପରି ଫସଲ ଅମଳ ଉପରେ ମଧ୍ୟ କଟକଣା ନାହିଁ। ଲକ୍‌ଡାଉନ ସମୟରେ … Read More

କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେକ୍ସ; ଉଗାଣ୍ଡା ସରକାର ଚିନ୍ତିତ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କରେ ବିଶ୍ଵ ଥରହର। ସଂକ୍ରମଣ ବ୍ୟାପୁଛି ଓ ଗୋଟିଏ ପରେ ଗୋଟିଏ ମୁଣ୍ଡ ଯାଉଛି। ଏଥିପାଇଁ ସାଧାରଣ ଲୋକେ ସାମାଜିକ ଦୂରତ୍ଵରେ ରହିବାକୁ କୁହାଯାଉଥିବାବେଳେ ସଂକ୍ରମିତ ଓ ସନ୍ଦିଗ୍ଧଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟର୍‌ରେ … Read More

ରଥଯାତ୍ରା: ସରକାରଙ୍କୁ ଚିଠି ଲେଖିଲେ ଗଜପତି

ଭୁବନେଶ୍ୱର(ଓଟି): ମହାମାରୀ କରୋନା ପାଇଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ସେ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ରଥଯାତ୍ରା … Read More

ମୋଦୀଙ୍କ ଯେକୌଣସି ଅଭିଯାନକୁ ମୁସଲମାନମାନଙ୍କର ବିରୋଧ କାହିଁକି ?

 ଭୁବନେଶ୍ଵର,(ଓଡ଼ିଶା ଟାଇମ୍‌):  ଯେବେଠାରୁ କରୋନା ଭାରତରେ ନିଜର କାୟ ବିସ୍ତାର କରିବାକୁ ଲାଗିଲା, ବିଶେଷ ଭାବରେ ତବଲିଗି ଜମାତର ଘଟଣା ଏବଂ ମୁସଲମାନ ସମ୍ପ୍ରଦାୟର ଏକ ଗୋଷ୍ଠୀଦ୍ୱାରା କରୋନା ଚିକିତ୍ସା ବୈଠକ ପରେ ଏକ ଢାଞ୍ଚା ଆସିଥିଲା । ବେଳେବେଳେ ଡାକ୍ତରଙ୍କ … Read More

କରୋନା ପରେ କେବଳ କୃଷି ଭରସା !

କରୋନା କାରଣରୁ ସମସ୍ତ କ୍ଷେତ୍ର ବନ୍ଦ ୨୦୨୦ରେ କୃଷି ଦେଶକୁ ବଡ଼ ଲାଭ ଦେବ ଜୟ କିସାନ୍ – ଜୟ କିସାନ୍! ଭୁବନେଶ୍ଵର,(ଓଡ଼ିଶା ଟାଇମ୍‌):  କରୋନାକୁ ରୋକିବା ପାଇଁ ବିଶ୍ୱା ବିଭିନ୍ନ ଦେଶ ଦ୍ୱାରା ନିଆଯାଇଥିବା ଲକଡାଉନ୍ ଭଳି ପଦକ୍ଷେପ ଏହି … Read More