ଫାର୍ମହାଉସ୍‌ରେ ସଲୁ-ଲୁଲିଆ #ଲକ୍‌ଡ!

ମୁମ୍ବାଇ(ଓଟି): ଏକାଠି ରହୁଛନ୍ତି ସଲମାନ ଖାନ୍ ଓ ଲୁଲିଆ ବଣ୍ଟୁର୍‌। ଲକ୍‌ଡାଉନ୍‌ରେ ସମୟ ବିତାଉଛନ୍ତି ପନବେଲ୍‌ ଫାର୍ମହାଉସ୍‌ରେ। ଏବେ ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋରଦାର। ଭାଇରାଲ୍‌ ହେଉଥିବା ଏକ ଫନି ଭିଡିଓ ଅନୁସାରେ ଲୁଲିଆ ମୋବାଇଲ୍ ଫୋନ୍‌ରେ ବ୍ୟସ୍ତ … Read More

ଜଳପଥରେ ପହଞ୍ଚିଲେ, କ୍ଵାରେଣ୍ଟାଇନ୍‌ରେ ରହିଲେ

ବ୍ରହ୍ମପୁର (ଓଟି): ମହାମାରୀ କରୋନା ପାଇଁ ଦେଶ ରହିଛି ଲକ୍‌ଡାଉନ୍‌ରେ। ଏଥିପାଇଁ ସବୁକିଛି ବନ୍ଦ। ଯିଏ ଯୋଉଠି ରହିଲେ ସେଇଠି ବନ୍ଦି ସମ ହୋଇଛି ଜୀବନ ଯାତ୍ରା। ତେବେ ଅନେକ ଲୋକ ବାହାରୁ ନିଜ ଗାଁ ତଥା ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି … Read More

#IndiaFightsWithCorona: ୮୦% ଆକ୍ରାନ୍ତଙ୍କ ନାହିଁ ଲକ୍ଷଣ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନାକୁ ହରାଇବା ପାଇଁ ସାରା ଦେଶ ବଡ଼ କଠିନ ପରିସ୍ଥିତିରେ ସଂଘର୍ଷ ଜାରି ରଖିଛି। ସରକାରୀ ସ୍ତରରେ ନିଆଯାଉଛି ବ୍ୟାପକ ପଦକ୍ଷେପ। ତେବେ ସଂକ୍ରମଣ ବ୍ୟାପୁଛି ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଚିନ୍ତାର କାରଣ ପାଲଟିଥିବାବେଳେ … Read More

#କରୋନା ଆତଙ୍କ: ଜାଣନ୍ତୁ ଦେଶର କେଉଁ ସ୍ଥାନରେ ସ୍ଥିତି ସଙ୍କଟ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ଥମୁନି। ସମସ୍ତ ସତର୍କତା ଓ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ଵେ ସଂକ୍ରମଣ ବଢ଼ିଚାଲିଥିବାରୁ ସାଧାରଣରେ ଭୟ ଲାଗି ରହିଛି। ଏଳଭି ସ୍ଥିତିରେ ଦେଶର ମୁମ୍ବାଇ, ପୁନେ, ଇନ୍ଦୋର, ଜୟପୁର, କୋଲକାତା ଏବଂ ପଶ୍ଚିମବଙ୍ଗର  କେତେକ ଅଞ୍ଚଳରେ … Read More

ତେଲେଙ୍ଗାନାରେ ମେ ୭ ଯାଏଁ #ଲକ୍‌ଡାଉନ୍

ହାଇଦ୍ରାବାଦ (ଓଟି): ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ମେ ୩ ଯାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ କେତେକ ରାଜ୍ୟ ସରକାର ଲକ୍‌ଡାଉନ୍‌ ବୃଦ୍ଧି କରିସାରିଥିଲେ। ସମ୍ପ୍ରତି ତେଲେଙ୍ଗାନା ସରକାର ମେ ୭ ତାରିଖ ଯାଏଁ … Read More

ତବଲିଗିର ଏବେ ଭିକ୍ଟିମ୍ କାର୍ଡ଼ ଭରସା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଆଜି ଦେଶର ପ୍ରତ୍ୟେକ ନାଗରିକ ତବଲିଗି ଜମାତ୍‌ ନାମ ଜାଣନ୍ତି । କରୋନା ବିରୋଧରେ ଦେଶର ସଂଗ୍ରାମକୁ ଦୁର୍ବଳ କରିବାରେ ଏହି ସଂଗଠନ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି । ଏହା ସମସ୍ତ ନିୟମ ଏବଂ … Read More

ତାତି କମିବ, ବର୍ଷା ହେବ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଭୟକୁ ୪୦ ଡିଗ୍ରୀ ଉପରେ ତାତି ଅସହ୍ୟ ହେଲାଣି। ତେବେ ଆଜିଠାରୁ ତାତି ସାମାନ୍ୟ କମିବା ସହ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ … Read More

ଭଦ୍ରକର ୫ଟି ପଞ୍ଚାୟତ କଣ୍ଟେନମେଣ୍ଟ୍ ଜୋନ୍

ଭଦ୍ରକ (ଓଟି): କିଛିଦିନର ଆଶ୍ଵସ୍ତି ପରେ ରାଜ୍ୟରେ ପୁଣି କରୋନା ଆତଙ୍କ ବଢ଼ି ଯାଇଛି। ଗୋଟିଏ ଦିନରେ ନୂଆ ୭ ନୂଆ ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି। ଏହିକ୍ରମରେ କେବେଳ ଭଦ୍ରକରେ ୫ଟି ନୂଆ କରୋନା … Read More

ଟିକ୍‌ଟକ୍‌ ଜେନେରେସନ୍ କିପରି ଭାରତୀୟ ସଂସ୍କୃତିଆଡ଼କୁ ମୁହାଁଇଲା ?

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେବେ ଭାବିଛନ୍ତି କି ତୁମର ପ୍ରିୟ ତେରୀ ପ୍ୟାରୀ ପ୍ୟାରୀ ଦୋ ଆଁଖୀଆ ଗୀତରେ ଟିକ୍‌ଟକ୍‌ ମାଧ୍ୟମରେ ଅବିକଳ ଚେହେରା ତିଆରି କରୁଥିବା ଯୁବକମାନେ ‘ମଙ୍ଗଲ ଭବନ ଅମଙ୍ଗଲ ହରି’ର ପ୍ରଶଂସକ ହେବେ? ନା ନା । କିନ୍ତୁ … Read More

ଜମାତ୍‌ କାରବାରରେ ଧର୍ମନିରପେକ୍ଷ ଭାରତ ଅପେକ୍ଷା ଇସ୍‌ଲାମିକ ପାକିସ୍ତାନ କଠୋର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଅଜ୍ଞାତ ୱୁହାନ୍ ଜୀବାଣୁ କ୍ଷେତ୍ରରେ ଅପ୍ରତ୍ୟାଶିତ ବୃଦ୍ଧି କରିବାରେ ତବଲିଗି ଜମାତ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଦକ୍ଷିଣ ପୂର୍ବ ଏସିଆର ଇସ୍‌ଲାମ ପ୍ରାଧାନ୍ୟ ଦେଶରେ ଏହି କାରଣରୁ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି । … Read More