କରୋନା-ମୁସଲମାନମାନଙ୍କଠାରୁ ଦୂରତା ଠିକ୍‌ ନୁହେଁ : ଆରଏସଏସ ମୁଖ୍ୟ ଭାଗବତ

ଲକ୍‌ଡାଉନ୍‌ରେ ସହଘର କାମ, ଭାଗବତ ଅନଲାଇନ୍ ବୌଦ୍ଧିକ ବିଚାର ରଖିଲେ  କରୋନା ମହାମାରୀ ନୂଆ, କିନ୍ତୁ ଭୟ କରିବାର ଆବଶ୍ୟକତା ନାହିଁ, ଏହା ଶୀଘ୍ର ଶେଷ ହେବ ଭଗବତ ତବଲିଗି ଜମାତ୍‌ ଉପରେ ମଧ୍ୟ କହିଛନ୍ତି, ପ୍ରବର୍ତ୍ତକମାନଙ୍କର ଅଭାବ ନାହିଁ   … Read More

ନାଟ୍ୟକାର ବିଜୟ ମିଶ୍ର ଆଉନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌):  ବରିଷ୍ଠ ନାଟ୍ୟକାର, ସଂଳାପକାର ତଥା ସାହିତ୍ୟିକ ବିଜୟ ମିଶ୍ରଙ୍କ ପରଲୋକ ଘଟିଯାଇଛି। ଜଣେ ଆଗଧାଡ଼ିର ନିଆରା ପ୍ରତିଭା ଭାବେ ସେ ବେଶ୍‌ ଜଣାଶୁଣା ଥିଲେ। ସାହିତ୍ୟ ଜଗତଠାରୁ ଆରମ୍ଭ କରି ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ ଦୁନିଆରେ ଏକ … Read More

ଭାରତୀୟ ମୁସଲମାନମାନଙ୍କ ଭିତରେ କାହିଁକି ‘ରମଜାନ’ ପରିବର୍ତ୍ତେ ‘ରମଦାନ’ କକହିବା ଚଳିଲାଣି ?

ରମଜାନ ଏବଂ ଏହିପରି ଅନେକ ଶବ୍ଦ ଭାରତୀୟ ଉପମହାଦେଶରେ ଇସ୍‌ଲାମ ସଂସ୍କୃତିକୁ ସ୍ୱୀକୃତି ଦେଉଛି ଏବଂ ସେମାନଙ୍କର ପ୍ରସ୍ଥାନ କେବଳ ଧାର୍ମିକ ବିଷୟ ନୁହେଁ। ଶୋଏବ ଡାନିଏଲ୍ ପ୍ରତ୍ୟେକ ବର୍ଷର ସେହି ମାସ ପୁଣି ଆସିଛି । ମୁସଲମାନମାନେ ଉପବାସ ପାଳନ … Read More

ରାଜଧାନୀରେ ବଳବତ୍ତର ରହିବ ଲକଡାଉନ୍ କଟକଣା

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌):  ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। କିନ୍ତୁ ଆବଶ୍ୟକକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ଦୋକାନକୁ ସର୍ତ୍ତମୂଲକ ଭାବେ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ … Read More

ଫେରିବେ ଓଡ଼ିଆ ଶ୍ରମିକ: ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ଗୁଜରାଟ ଓ ମହାରାଷ୍ଟ୍ରରେ କାମ କରୁଥିବା ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବେ। ଏନେଇ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି … Read More

କରୋନା ମହାବିପତ୍ତିକୁ ଆଉଏକ ଅଜଣା ଭାଇରସ୍ ଆତଙ୍କ

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌):  ମହାମାରୀ କରୋନା ସହ ବିଶ୍ଵ ଲଢ଼େଇ କରୁଛି। ସେହିପରି ଦେଶରେ ଏଥିପାଇଁ ସଂଘର୍ଷ ଜାରି ରହିଛି। ଏଭଳି ସ୍ଥିତିରେ ଆଉ ଏକ ଅଜଣା ଭାଇରସ ପ୍ରାୟ ୨୦୦୦ରୁ ଅଧିକ ଘୁଷୁରିଙ୍କ ଜୀବନ ନେଇସାରିଲାଣି। ଆସାମର ୬ଟି ଜିଲ୍ଲାରେ … Read More

#କରୋନା ଆତଙ୍କ: ଏସି, କୁଲର୍ ଚଳାଇବା ପାଇଁ ଗାଇଡ୍ ଲାଇନ୍

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ପାଇଁ ବିଭିନ୍ନ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପଡୁଛି। ସଂକ୍ରମଣର ଆଶଙ୍କା ଓ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଏନେଇ ଗାଇଡ୍‌ ଲାଇନ୍‌ ଜାରି କରୁଛନ୍ତି। ଏହି କ୍ରମରେ କରୋନା ଭୟ ରହିଥିବାରୁ … Read More

ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକମାନେ ଅଖିମଠି ଅନୁକୂଳ କରି କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି । ତେବେ ମହାମାରୀ କରୋନା ଭାଇରସ ଆତଙ୍କ ଯୋଗୁଁ ଏହାକୁ ସରକାରୀ ଭାବେ ପାଳନ ନକରି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ … Read More

ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ଚେନ୍ନାଇ ଉପକୂଳରୁ ଡଙ୍ଗାରେ ଶ୍ରମିକମାନେ ଗଞ୍ଜାମ ଫେରିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେହିପରି ତଟବର୍ତ୍ତୀ ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ଭାବେ ଡଙ୍ଗାରେ ଫେରିଲେ … Read More

କୋଭିଡ଼୍‌ -୧୯ ସେସ୍, ଧନୀଙ୍କ ପାଇଁ ୪୦% ଟ୍ୟାକ୍ସ !

  ରଜସ୍ୱ ଆଦାୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାଖଲ କରାଯାଇଥିବା ଏକ ପଲିସି ପେପରରେ, ୫୦ଜଣ ଆଇଆରଏସ ଅଧିକାରୀ ଅନ୍ୟାନ୍ୟ ପରାମର୍ଶ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଆୟକର ଉପରେ ୪% କୋଭିଡ଼୍‌ -୧୯ ସେସ୍‌ ପ୍ରସ୍ତାବ ଦେଇଛନ୍ତି … Read More